ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିରୋଡି ଆକ୍ରମଣରେ ମହିଳା ଗୁରୁତର ଡାକ୍ତରଖାନାରେ ଚିକିତ୍ସାଧିନ

ଥୁଆମୂଳ ରାମପୁର: ୩୦/୧୧ – (ମ.ନି.ସ):- ବିରୋଡି ଆକ୍ରମଣରେ ମହିଳା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା ଧିନ ଥିବା ଜଣାପଡିଛି। ସୂଚନାରୁ ଜଣାଯାଏ କଳାହାଣ୍ଡି ଥୁଆମୂଳ ରାମପୁର ବ୍ଳକ ଜାଗେସ ପଦର ଗ୍ରାମର ମହିଳ ଶ୍ରୀମତୀ ସରସ୍ୱତୀ ନାଏକ (୫୦) ଅପରାହ୍ନ ୩ ଘଣ୍ଟ ୩୦ ମିନିଟ ସମୟରେ ସେ ଜାଳଣି କାଠ ସଂଗ୍ରହ ପାଇଁ ନିକଟସ୍ଥ ଜଙ୍ଗଲ କୁ ଯାଇଥିଲେ। ଏହି ସମୟରେ ବିରୋଡି ଆକ୍ରମଣର ଶିକାର ହୋଇ ତଳେପଡି ଚେତା ଶୂନ୍ୟ ଅବସ୍ଥାରେ ପଡିରହିଥିଲେ। ମହିଳାଙ୍କ ବିଳମ୍ବ ହେବା ଦେଖି ପରିବାର ଲୋକେ ଜଙ୍ଗଲକୁ ଖୋଜିବା ପାଇଁ ଯାଇଥିଲେ। ଏହି ସମୟରେ ମହିଳା ଚେତାଶୂନ୍ଯ ଅବସ୍ଥାରେ ପଡିଥିବା ଦେଖି ସାଙ୍ଗେ ସାଙ୍ଗେ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ମଟରସାଇକଲ ଯୋଗେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଯାଇଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ନୂଆପଡା ଘଟିପଡା ୩୫୩ ନଂମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା (ଅଙ୍ଗ ଦାନ ନିମନ୍ତେ ପ୍ରଦତ୍ତ) ସୁରଜ୍ ପୁରସ୍କାର ପ୍ରଦାନ

Sunil Chandra Nayak

ବାସନ୍ତୀ ଲତା ଜେନା ଙ୍କ କବିତା କଳା ଜହ୍ନ

Sunil Chandra Nayak

Leave a Comment

error: Content is protected !!