ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସ୍ତାକଡ ଜଂଗଲୀ ମାଙ୍କଡ ଙ୍କ ମୁହଁରେ ଆହାର ଦେଲେ ହିମାଂଶୁ ଭୂଷଣ

 ଢେଙ୍କାନାଳ(ମସିହା)୦୫/୧୨_ ଆଜି କଟକ ସମ୍ବଲପୁର ଜାତୀୟ ରାଜପଥ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଜଙ୍ଗଲୀ ମାଙ୍କଡ଼ ମାନଙ୍କୁ “ଯୁବଶକ୍ତି”ର ଅଧ୍ୟକ୍ଷ ଲୋକପ୍ରିୟ ଯୁବନେତା ହିମାଂଶୁ ଭୂଷଣ ବାରିକ ଶୁଖିଲା ଖାଦ୍ୟ ବିସ୍କୁଟ, ମଟର, ଚଣା ଖାଇବା ପାଇଁ ଦେଇ ଥିଲେ, ଆମ ଜଙ୍ଗଲ ଦିନ କୁ ଦିନ ନଷ୍ଟ ହେବା ପାଇଁ ବସିଲଣି ଯାହା ଫଳରେ ଖାଦ୍ୟ ଅନ୍ୱେଷଣରେ ବନ୍ୟ ପଶୁ ପକ୍ଷୀ ଆଜିର ଦିନରେ ରାଜରାସ୍ତାକୁ ଚାଲି ଆସୁ ଅଛନ୍ତି, ଏଣୁ ସମସ୍ତ ଙ୍କୁ ମୋର ନିବେଦନ ଆମ ଜଙ୍ଗଲ ଆମ ପରିବେଶ କେହି ନଷ୍ଟ କରନ୍ତୁ ନାହିଁ, ସବୁବେଳେ ଆମେ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରି ଆମ ପରିବେଶ କୁ ସବୁଜ ସୁନ୍ଦର ଗଢି ତୋଳିବା, ଏବଂ ବନ ବିଭାଗ ପକ୍ଷରୁ ବନ୍ୟ ଜୀବଜନ୍ତୁ କେମିତି ଆହୁରି ସୁରକ୍ଷା ମଧ୍ୟରେ ରହିବେ ସେ ବିଷୟରେ ବାର୍ତ୍ତା ଟିଏ ଦେଇଛନ୍ତି ତତ୍ ସହ ସେଥି ପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ଢେଙ୍କାନାଳ ବନ ବିଭାଗ ନିକଟରେ ନିବେଦନ କରିଛନ୍ତି ସମାଜସେବୀ ହିମାଂଶୁ ଭୂଷଣ ବାରିକ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ସାନ୍ତାଳ ଇଞ୍ଜିନିୟରସ ଓ୍ବେଲଫେୟାର ଏସୋସିଏସନ ପକ୍ଷରୁ ବୃକ୍ଷରୋପଣ ଓ ଆଦର୍ଶ ଗ୍ରାମ ପ୍ରତିଷ୍ଠା ନେଇ ବୈଠକ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ସତ୍ୟମ୍ ଶିବ ସୁନ୍ଦର

Sunil Chandra Nayak

ସଂସଦୀୟ ସ୍ଥାୟୀ କମିଟିଗୁଡ଼ିକର ପୁନର୍ଗଠନ,ଜୁଏଲ ପ୍ରତିରକ୍ଷା ଓ ଭର୍ତ୍ତୃହରି ଶ୍ରମ ସ୍ଥାୟୀ କମିଟି ଅଧ୍ୟକ୍ଷ

Sunil Chandra Nayak

Leave a Comment

error: Content is protected !!