ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମାଜସେବୀ ଦୁଃଖୀଶ୍ୟାମ ପାଢୀଙ୍କ ସ୍ମୃତିଚାରଣ ସଭା

ରାଉରକେଲା/ ହମିରପୁର ଅଂଚଳର ଜଣାଶୁଣା ସମାଜସେବୀ ଦୁଃଖୀଶ୍ୟାମ ପାଢୀଙ୍କ ବିୟୋଗରେ ହମିରପୁର ସ୍ଥିତ ସାଇମନ୍ଦିର ଠାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡଃ ପ୍ରଭାତ ମଲ୍ଲିକ, ଡାକ୍ତର କେ କେ ଷଡଙ୍ଗୀ, ମନୋରଞ୍ଜନ ଦାଶ,ଅଜୟ ପୂଜାରୀ, ଜୀବନ ପଟ୍ଟନାୟକ, ଶଙ୍କର ଜେନା,ଦୀନବଂଧୁ ପାଢୀ,କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇ ସ୍ବର୍ଗତ ପାଢୀଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ସୃତିମଧୁର ଅନୁଷ୍ଠାନ ତରଫରୁ ଭଜନ ପରିବେଷଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଭୁତି ଭୂଷଣ ପାଢୀ,ଜ୍ୟୋତି ଭୂଷଣ ପାଢୀ, ପ୍ରଣତୀ ପାଢୀ, ଇଶା ପାଢୀ,ଅଙ୍କିତା ପାଢୀ, ଅମ୍ରିତା ପାଢୀ,ପ୍ରତିଭା ପାଢୀ, ହରିଶ୍ଚନ୍ଦ୍ର ପାଢୀ, ବାବୁ ପୁହାଣ, ସୁନିତା ପୁହାଣ,ନଳିନୀ ପାଢୀ, ବିଜୟ ତ୍ରିପାଠୀ,ସୁକାନ୍ତୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ତନ୍ମୟ କିଶୋର ଦାସ ଙ୍କ କବିତା ଏବେକାର ବୋହୂ ବାଣୀ 

Sunil Chandra Nayak

କେନାଲ ରେ ଫିଙ୍ଗା ଯାଇଛି ନବମ ଶ୍ରେଣୀ ର ପାଠ୍ୟ ପୁସ୍ତକ

Sunil Chandra Nayak

ଖଡ଼ିଆଳ – ମତ ଦାନ ଶାନ୍ତି ପୂର୍ଣ

Sunil Chandra Nayak

Leave a Comment

error: Content is protected !!