ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ଵ ମାନବଧିକାର  ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ

ଅଦ୍ୟ ୧୦/୧୨/୨୦୨୨ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ତପ ଠାରେ ଇଣ୍ତିଆ ଫେଡ୍ରେସନ ଅଫ୍ ୟୁନିଟେଡ୍ ନେସନ୍   ଆସୋସିଏସନ ( IFUNA) ଏବଂ ଉତ୍କଳ ଫେଡେରେସନ ଅଫ ୟୁନାଇଟେଡ   ନେସନ ଆସୋସିଏସନ , ଓଡିଶା ତରଫରୁ ଆୟୋଜିତ ଆଇନସେବା ପ୍ରାଧିକରଣ ଦିବସ ମହାସମାରହରେ ପାଳିତ ହୋଇଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ  ସୁରେନ୍  ଶ୍ରୀଭାସ୍ତବ ସେକ୍ରେଟାରୀ ଜେନେରାଲ ଡବ୍ଲୁ ଏଫ୍ ଏନ୍ ଏ  ଓ ଶ୍ରୀଯୁକ୍ତ ଅଶ୍ୱିନ ପାତ୍ର ,  ମୁଖ୍ୟ ବକ୍ତା ଭାବେ ମାନ୍ୟବର  ବିଚାରପତି   ଓପି ଚୌଧୁରୀ , ପ୍ରେସିଡେନ୍ସ୍ଡି   ଓଡ଼ିଶା ଷ୍ଟେଟ୍ କନଜୁମର ରେଡ୍ରେସସାଲ ଫରୋମ୍ ଏବଂ ଅନ୍ଯାନ୍ଯ ଅତିଥି ମାନଙ୍କ ମଧ୍ୟରେ ଶ୍ରୀ ନିରଞ୍ଜନ ରଥ ସଭାପତି  ଓଡ଼ିଶା ଲୋକସେବକ  ମଣ୍ତଳ, ଶ୍ରୀ ଭଜମନ ବେହେରା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ  ଶ୍ରୀ ବ୍ରଜକିଶୋର ତ୍ରିପାଠୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ,   ଡ. ଏସ,କେ ଟୋମୋଡିଆ , ପୂର୍ବତନ ସିଏମଓ ନାଲକୋ ତଥା ଉପାଧ୍ୟକ୍ଷ ,  ୟୁଏଫ୍ ୟୁଏନ୍ଏ , ଶ୍ରୀ ଭିକାରୀ ଚରଣ ରାଉତ୍, ମାନ୍ୟବର ଅତିରିକ୍ତ ଜିଲ୍ଲା ଏବଂ ସେସନ ଜର୍ଜ ଏଫ ଟି ସି ଏସ୍ ,( ପୋସ୍କୋ)  , ଡ, ଅଲେଖ ଚନ୍ଦ୍ର ପଢିଆରୀ  , ଅବସରପ୍ରାପ୍ତ ଆଇ ଏ ଏସ  , ଶ୍ରୀ ମିନିକେତନ ଦାସ, ପୂର୍ବତନ ଡାଇରେକ୍ଟର, ଟାଉନ୍ ପ୍ଲାନିଂ , ସରକାର ଓଡିଶା ଏବଂ ଶ୍ରୀ ମନୋରଞ୍ଜନ ପଟ୍ଟନାୟକ, ଆଇନଜୀବୀ ତଥା ସଭାପତି, ୟୁଏଫ୍ ୟୁଏନ୍ଏ  ଆଦି ଯୋଗଦେଇ ବିଶ୍ଵ ମାନବଧିକାର  ଦିବସ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ କ୍ଷେତ୍ର ରେ ସାହିତ୍ୟ,ସମାଜ, ଲେଖକ, ସଙ୍ଗଠନ ପ୍ରତିଷ୍ଠାନ କ୍ଷେତ୍ରରେ ଉଲ୍ଲଖନୀୟ ଅବଦାନ ପାଇଁ ଅଙ୍ଗଦାତ ଶ୍ରୀଯୁକ୍ତ ବଳରାମ ତରେଇ, କବି ସାରସ୍ୱତୀ ନାୟକ, କବି କରୁଣାକର ମଲ୍ଲିକ ସମାଜସେବୀ ପର୍ଶୁରାମ ବେହେରା ଓ ପ୍ରେମନନ୍ଦ କୁସୁମ ଙ୍କୁ ସମ୍ମାନିତ କରାଯାଇ ଥିଲା,ତା ସହିତ କବିତା ପାଠୋତ୍ସବ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ସାମିଲ କରାଯାଇ ଥିଲା ।

ମସିହା ନିଉଜ ସର୍ଭିସ୍ 

 

Related posts

ନର୍ଲା ବିଧାୟକଙ୍କ ସର୍ବତ, ଥଣ୍ଡା ପାଣି ବଣ୍ଟନ

ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ତହସିଲ କାର୍ଯ୍ୟାଳୟରେ ପ୍ରେମୀ ଯୁଗଳଙ୍କ ବିବାହ 

Sunil Chandra Nayak

Leave a Comment

error: Content is protected !!