ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗିନିଜ ୱାର୍ଲଡ଼ ରେକର୍ଡ଼ ରେ ସ୍ଥାନ ପାଇଲା କେନ୍ଦୁଝର ର ନନ୍ଦିଘୋଷ ରଥ….

ବିଶ୍ୱର ସର୍ବୋଚ୍ଚ ରଥ ଭାବେ ମାନ୍ୟତା ପାଇ ଗିନିଜ ବୁକ ଅଫ ରେକର୍ଡ୍ସ ରେ ସ୍ଥାନ ପାଇଲା କେନ୍ଦୁଝର ନନ୍ଦିଘୋଷ ରଥ।କେନ୍ଦୁଝର ନନ୍ଦିଘୋଷ ରଥର ଉଚ୍ଚତା ୨୨ ମିଟର ଥିବା ଗିନିଜ ବୁକ ତାର ପ୍ରମାଣ ପତ୍ର ରେ ଦର୍ଶାଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।ସ୍ଥାନୀୟ ବଳଦେବ ଜୀଉ ମନ୍ଦିର ନିକଟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ନନ୍ଦିଘୋଷ ରଥ ଏହି ମାନ୍ୟତା ପାଇବା ନେଇ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଥାକରେ ଘୋଷଣା କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ,ପୂର୍ବରୁ ଜିଲ୍ଲାର ଏହି ରଥ ଏସିଆ ବୁକ, ଲିମକା ବୁକ ରେ ସ୍ଥାନ ପାଇ ସାରିଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କବିତା – ମା ଲୋ ସମଲେଶ୍ଵରୀ

Sunil Chandra Nayak

ଗୀତାଞ୍ଜଳି ପୃଷ୍ଟି ଙ୍କ କବିତା ମାଟିର ବାସ୍ନା

Sunil Chandra Nayak

ରୋଟାରୀଆନ ଆଲେକଜାଣ୍ଡାର ଡିସୌଜା ଙ୍କୁ ଶିକ୍ଷାବିତ୍ ସମ୍ମାନ

Sunil Chandra Nayak

Leave a Comment

error: Content is protected !!