ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଲପାଳ ପଂଚାୟତ ପଲ୍ଲୀ ରେ ପ୍ରଶାସନ କାର୍ଯ୍ୟକ୍ରମ ରେ ବ୍ଲକ ଅଧିକାରୀ ସହ କର୍ମଚାରୀ ଙ୍କ ଦେଖା ମିଳିଲା ନାହିଁ 

କେନ୍ଦ୍ରାପଡ଼ା /ରାଜନଗର/ ରାଜନଗର ବ୍ଲକ କେତେ ବେଳେ ପୁଷ ମାସ ତ ଆଉ କେବେ ସର୍ବନାଶ ହୋଇଥାଏ  ସାଧାରଣ ଲୋକ ମାନଙ୍କ ପାଇଁ , ତେବେ ରାଜନଗର ବ୍ଲକ କହିଲେ ମୋଟ 29ଟି ପଂଚାୟତ କୁ ନେଇ ଗଠିତ ସତକଥା କହିବାକୁ ଗଲେ ଆଜିର ଦିନରେ ପଲ୍ଲୀ ରେ ପ୍ରଶାସନ କାର୍ଯ୍ୟକ୍ରମ ର ଶେଷ ଦିବସ ଥିଲା,! ତେବେ ଏଠାରେ ସ୍ମରଣ କରି ଦେବାକୁ ଚାଁହୁ ଯେତେ ବେଳେ ପଲ୍ଲୀ ରେ ପ୍ରଶାସନ କାର୍ଯ୍ୟକ୍ରମ ର କିଛି ବେଲପାଳ ପଂଚାୟତ ର ନିଜସ୍ୱ   ସମସ୍ୟା ସମ୍ପର୍କ ରେ ସାଧାରଣ ଲୋକେ ରାଜନଗର ବ୍ଲକ ବିଡ଼ିଓ ରବୀନ୍ଦ୍ର ପ୍ରଧାନ ଓ ଯୋଗାଣ ଅଧିକାରୀ ଦେବୀ ପ୍ରସାଦ ଦାସ ଙ୍କ ସମେତ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ ସେଠୀ ଙ୍କୁ କିଛି ହିତାଧିକାରୀ ମାନେ ଅଭିଯୋଗ ଆଣି ଆସଥିଲେ ମଧ୍ୟ  ଅଧିକାରୀ ମାନଙ୍କ ଦେଖା ମିଳି ନ ଥିଲା।ଯଦିଓ ପଲ୍ଲୀ ରେ ପ୍ରଶାସନ କାର୍ଯ୍ୟକ୍ରମ ଚାଲୁଥିବା ସ୍ଥଳେ ଖୋଦ ତହସିଲଦାର ଅଶ୍ୱିନ କୁମାର ଭୂୟାଁ ଙ୍କ ସହିତ ଅନେକାଂଶ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ସେକ୍ସନ ଷ୍ଟଲରେ ଲୋକଙ୍କ ଅଭିଯୋଗ ନେଉଥିବା ବେଳେ ଠିକି ସେହି ସମୟ ରେ ଜାଣି ଶୁଣି ଉକ୍ତ ସ୍ଥାନ ଛାଡି ପଳାଇ ଯାଇଥିଲେ! , ସେପଟେ ବେଲପାଳ ପଂଚାୟତ ର ଜନସାଧାରଣ  ଙ୍କ ଉନ୍ନତି  ମୂଳକ କାର୍ଯ୍ୟ କରିବାକୁ ସରପଞ୍ଚ ତିଳେତମା ବରାଳ ସତ ଚେଷ୍ଟା କରୁ ଥିଲେ ମଧ୍ୟ ରାଜନଗର ବ୍ଲକ ର ସମସ୍ତ ପ୍ରଶାସନିକ ଅଧିକାରୀ ମାନଙ୍କୁ ଉପରୁ ରାଜନୀତି ପ୍ରେସର ଯୋଗୁଁ ହନ୍ତ ସନ୍ତ କରାଯାଉଛି, ବୋଲି ଖୋଦ ସରପଞ୍ଚ ଶ୍ରୀମତୀ ତିଳେତମା ବରାଳ ଙ୍କ ସହିତ ସଭ୍ୟା ଶ୍ରୀମତୀ କେତକୀ ମହାନ୍ତି, ଦୃଢ଼ ଅଭିଯୋଗ ଲୋକ ଲୋଚନକୁ ଆଣିଛନ୍ତି,!

କେନ୍ଦ୍ରାପଡ଼ା ରୁ ବ୍ୟୁରେ ଚି଼୍ଫ ଅନିରୁଦ୍ଧ ସେଠୀ ଙ୍କ ରିପୋର୍ଟ (MASiHA NEWS )

Related posts

ବ୍ଲକ ସ୍ତରୀୟ ପ୍ରାଥମିକ ଶିକ୍ଷକ ସଂଘ ର ସାଧାରଣ ବୈଠକ

Sunil Chandra Nayak

ପୋଲିସ ଈନଫର୍ମର ସନ୍ଦେହ ରେ ଯୁବକ କୁ ମାଓ ବାଦୀ ଙ୍କ ହତ୍ୟା

Sunil Chandra Nayak

ଜନନୀ ଯନ୍ତ୍ରଣା : ଷ୍ଟ୍ରେଚର ରେ ବୁହା ହେଲେ ଗର୍ଭବତୀ କିନ୍ତୁ 108 ପାଖରେ ପହଁଚିବା ବେଳେ ଜନ୍ମ ଦେଲେ ସନ୍ତାନ

Sunil Chandra Nayak

Leave a Comment

error: Content is protected !!