ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୋକାନ ପୋଡି ଲକ୍ଷ୍ୟ ଧିକ ସମ୍ପତି ନଷ୍ଟ

ନବରଙ୍ଗପୁର ଜିଲା ରାଇଘର ସଦର ମହକୁମାରେ ଏକ ଦୋକାନ ପୋଡି ଲକ୍ଷ୍ୟ ଧିକ ସମ୍ପତି ନଷ୍ଟ ହୋଇଥିବା ଜଣାପଡିଛି l ରାଇଘର ବ୍ଲକ କାର୍ଯ୍ୟାଳୟ ସମୁଖରେ ଥିବା କଂସା ବାସନ ଦୋକାନରେ ଶୁକ୍ରବାର ରାତିରେ ଦୋକାନ ବନ୍ଦ କରିବା ସମୟରେ ସବୁ ଜିନିଷ ଭିତରେ ରଖି ଦୋକାନ ବନ୍ଦ କରିଥିଲେ l ଦୋକାନ ମାଲିକ ମୋତି ରାମ ସାହୁ ୮. ୩୦ମି. ରେ ବନ୍ଦ କରି ନିଜ ଘର ୩ କିମି ଝୁନକିପାରା ଗ୍ରାମକୁ ଯାଇଥିଲେ, ରାତି ୧୧. ୩୦ ମିନିଟ୍ ସମୟରେ ଜଣେ ସ ହୃଦୟ ବ୍ୟକ୍ତି ନିଆଁ ଲାଗି ଥିବା ଦେଖି ଗ୍ରାମର କିଛି ଯୁବକ ଙ୍କୁ ଫୋନ କରିଥିଲେ, ନିଆଁ କୁ ଆୟତ କରିପାରି ନଥିବାରୁ ଅଗ୍ନିଶ୍ରମ ବିଭାଗ କୁ ଖବର ଦେଇଥିଲେ l ଦୋକାନ ପୋଡିରେ ଶ୍ରୀ ସାହୁ ଙ୍କ, ବ୍ଯାକଂ ଖାତା, ଚେକ୍ ବହି, ପ୍ଯାନ୍‌ କାର୍ଡ, ଆଧାର କାର୍ଡ, ପୋଷ୍ଟ ଖାତା ଏହିପରି ଅନେକ କାଗଜ ପତ୍ର ପୋଡି ଯାଇଥିବା ଜଣାପଡିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାସ୍ତରୀୟ କୁଇଜ୍,ପ୍ରବନ୍ଧ ଓ ବିତର୍କ ପ୍ରତିଯୋଗିତା

masiha

ଧର୍ମଗଡ଼ ବ୍ଲକ ଓଷ୍ଟା ପକ୍ଷରୁ ୩୮ତମ ଶିଶୁ ଉତ୍ସବ ଅନୁଷ୍ଠିତ

masiha

ହିନ୍ଦୋଳରେ ବିଶ୍ଵ ଦାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!