ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାପାଳଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ

ଥୁଆମୂଳ ରାମପୁର: ୩୧/୧୨ – (ମ.ନି.ସ) :- ଆଜି ଯଥା ତା ୩୧/୧୨/୨୦୨୨ ରିଖ ଶନିବାର ଦିନ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ଵେଷା ରେଡ୍ଡୀ ଥୁଆମୂଳ ରାମପୁର ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯ ତଦାରଖ କରିଥିଲେ। ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯ ମଧ୍ୟରୁ ଗୁଣୁପୁର ସାଇସୁରୁଣୀ ସ୍ଥିତ 5T ବିଦ୍ଯାଳୟ,କଫି ପ୍ଳାନଟସନ କାଣିଗୁମା, ବାଲିସରା ଟ୍ରାଓ୍ବାବେରି ପ୍ଳାନଟସନ, କାଣିଗୁମା 5T ଓ ଗୋପାଳପୁର 5T ପରିଦର୍ଶନ କରି ଥୁଆମୂଳ ରାମପୁର ବ୍ଳକ ମୁଖ୍ଯାଳୟ ଠାରୁ ମହୁଲପାଟଣା ଅଭିମୁଖେ ଯାଇ ବିଭିନ୍ନ କାର୍ଯ୍ଯଗୁଡିକ କୁ ବୁଲି ଦେଖିଥିଲେ। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ପିଏ ଆଇଟିଡିଏ ବିରଞ୍ଚି ନାରାୟଣ ଦରୁଓ୍ବାନ, ପିଏ ଆଇଟିଏ ଜେଇ ଶିବ ବେହେରା, ପିଡି ଓ୍ବାଟେରସଡ୍, ବିଡିଓ ଶୁଭ କାନ୍ତ ନାୟକ, ଓଏଲଏମ୍ ଡିପିଏମ, ଥୁଆମୂଳ ରାମପୁର ତହସିଲଦାର ଶ୍ରୀ ଇଶ୍ବର ଚନ୍ଦ୍ର ଦାସ, ଏଇ ବାଞ୍ଛାବଟ ପାଣ୍ତେ, ଜେଇ ଶଙ୍କର ନାରାୟଣ ପାତ୍ର, ଜେଇ ସତ୍ଯ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହିଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବିବେକସେନା ତରଫରୁ ପୁଲବାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ବିଷମକଟକ ଭାଜପା ମଣ୍ଡଳୀର ପୂର୍ତ୍ତ ବିଭାଗକୁ ଦାବିପତ୍ର ପ୍ରଦାନ , ବ୍ୟକ୍ତିଗତ ସ୍ୱାର୍ଥ ବଦଳରେ ଜନତାଙ୍କ ହିତ ପାଇଁ କାମ କରିବାକୁ ଯନ୍ତ୍ରୀଙ୍କୁ ତାଗିଦ

Sunil Chandra Nayak

ସାମ୍ବାଦିକଙ୍କ ମୌଳିକ ଅଧିକାର ପାଇଁ ୭ ଦଫା ସମ୍ବଳିତ ଏକ ସ୍ମାରକପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ପ୍ରଦାନ

Leave a Comment

error: Content is protected !!