ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ୍ଵିତୀୟ କୈଳାସ କପିଳାସରେ ପ୍ରଶାସନ ବେହାଲ

ଆଜି ଇଂରାଜୀ ନୁତନ ବର୍ଷ ୨୦୨୩,ଓଡିଆ ମାନେ ଏହାକୁ ଧୁମ ଧାମରେ ପାଳନ କରି ଆସୁଛନ୍ତି। ହେଲେ ଚଳିତ ବର୍ଷ ଢେ଼ଙ୍କାନାଳ ଜିଲ୍ଲାରେ ଅବସ୍ଥାପିତ ଭାରତ ବର୍ଷ ର ଦ୍ଵିତୀୟ କୈଳାସ ଭାବେ ପରିଚିତ କପିଳାସ ପୀଠ ରେ ଆଜି ଏତେ ସଂଖ୍ୟକ ଭକ୍ତ ହୋଇଥିଲେ ଯେ ପ୍ରଶାସକ ଆଉ ପୁଲିସ୍ ଭକ୍ତ, ଶ୍ରଦ୍ଧାଳୁ ଙ୍କ ସମାଗମ କୁ ନିୟନ୍ତ୍ରଣ କରିବା ରେ ପୁରାପୁରି ନାକେଦମ ହୋଇ ଯାଇଥିଲେ। ଭୋର ୪ଟା ଵେଳୁ ଓଡ଼ିଶା ତଥା ଜିଲ୍ଲା ର ଵିଭିନ୍ନ ଜାଗାରୁ ଭକ୍ତ ମାନଙ୍କ ର ସୁଅ ଛୁଟି ଥିଲା କପିଳାସ ପୀଠ କୁ ନୂତନ ବର୍ଷ ର ପ୍ରଥମ ସକାଳ ରେ ମଙ୍ଗଳମୟ ଶିବ ଶଙ୍କର ଙ୍କ ଦର୍ଶନ କରିବା ସହ ଆଶିଷ ପାଇବା ପାଇଁ l ସୂଚନା ଯୋଗ୍ୟ ଯେ ପ୍ରଥମ ଗେଟ ଠାରୁ ଜନ ସମାଗମ ପରିଲିଖିତ ହୋଇଥିଲା l ତେବେ ହାରାହାରି ୬୦ ରୁ ୭୦ହଜାର ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା    l କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କୁ ଦେଖି ଜିଲ୍ଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ତରଫରୁ ପୋଲିସ ମୃତୟନ କରାଯାଇଥିଲା।

ଢେଙ୍କାନାଳ ଗଁଦିଆ ରୁ ତାପସ ଦାସ ଙ୍କ ରିପୋର୍ଟ

Related posts

ପରିଚାଳନା ସଂଘର ପ୍ରଥମ ବୈଠକ 

Sunil Chandra Nayak

ଷୋଳପ୍ରହର ନାମଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

କୌଶିକ ବାବା ଡିଗ୍ରୀ କଲେଜର ଶେଷ ବର୍ଷ ଛାତ୍ର ଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!