ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଳ ଧାରଣା ବିଦ୍ୟୁତ୍ ଖୁଣ୍ଟରେ ଚଢି ଯୁବକ ଗୁରୁତର

ମୟୂରଭଞ୍ଜ:- ୦୨/୦୧/୨୦୨୨;(ମସିହା) ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା ଝରାଡିହି ଫାଣ୍ଡି ଅନ୍ତର୍ଗତ ବଳଦାରୋଡ ରେଳ ଷ୍ଟେଷନ ନିକଟ ଲାଇଲମ ଘାଟୀ ରେଳ ଧାରଣା ନିକଟ ବିଦ୍ୟୁତ୍ ଖୁଣ୍ଟରେ ଚଢି ଜନୈକ ଯୁବକ ଗୁରୁତର।

    ସୂଚନା ଅନୁସାରେ ଝାରଖଣ୍ଡ ସୀମାନ୍ତ କୁଆଳି ଥାନା ଅନ୍ତର୍ଗତ ସିଧିରସାଇ ନିକଟସ୍ଥ ଜଜଡିହି ଗ୍ରାମର କିଛି ଯୁବକ ବଣ ଭୋଜି କରିବାକୁ ଆସିଥିଲେ। ବଣ ଭୋଜିରେ ଖିଆପିଆ ସରିଲା ପରେ ରହିତ ସର୍ଦ୍ଧାର ନାମକ ଯୁବକ ରେଳଧାରଣା ର ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଖୁଣ୍ଟରେ ଚଢି ଯାଇଥିଲା। ଡାହାଣ ହାତରେ ବିଦ୍ୟୁତ ଆଘାତ ଲାଗିବା ଫଳରେ ତଳକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲା। ସୌଭାଗ୍ୟ ବସତଃ ଯୁବକ ଜଣକ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛି। ବଣ ଭୋଜି କରିବାକୁ ଆସିଥିବା ଅନ୍ୟ ଯୁବକ ମାନେ ଭୟରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ଜିଆରପି ପୋଲିସ୍ ଘଟଣାସ୍ଥଳକୁ ପହଞ୍ଚି ଉକ୍ତ ଯୁବକକୁ ଚିକିତ୍ସା ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଜିଆରପି ପୋଲିସ୍ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଚାଲିଥିବାବେଳେ ଉକ୍ତ ଯୁବକଟି ବିଦ୍ୟୁତ୍ ଖୁଣ୍ଟକୁ କାହିଁକି ଚଢିଥିଲା ତାହା ଜଣା ପଡିନାହିଁ।

   
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

୩୫ତମ ଜାତୀୟ ସଡ଼କ ସୂରକ୍ଷା ସପ୍ତାହ ୨୦୨୩ ପାଳିତ

Sunil Chandra Nayak

ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ୧୮ ଦିନରେ ପହଞ୍ଚିଲା ଧାରଣା

masiha

33 ତମ ବାର୍ଷିକ ଉତ୍ସବ ରେ ଶାନ୍ତନୁଆଚାର୍ଯ୍ୟ ଙ୍କୁ ବାଲିଘର ସାହିତ୍ୟ ସମ୍ମାନ  

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort