ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଉଚ୍ଚ ଶିକ୍ଷିତ/ଶିକ୍ଷିତାଙ୍କୁ ଜିଲ୍ଲା କମିଟିରେ ଦେଲେ ଅଗ୍ରାଧିକାର 

ନବରଙ୍ଗପୁର:(ମସିହା) ଆସନ୍ତା 2024 ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ଯୁବ କଂଗ୍ରେସ ସଭାପତି Dr ସ୍ମୃତି ରଞ୍ଜନ ଲେଙ୍କାଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ଦ୍ବାରିକା ମହାପାତ୍ର ନିଜର ନୂତନ ଟିମ୍ ଘୋଷଣା କରିଛନ୍ତି|ଯୁବ କଂଗ୍ରେସକୁ ତୃଣମୂଳ ସ୍ତରରେ ସୃଢୁଡ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଯୁବ କଂଗ୍ରେସର ପୂର୍ଣ୍ଣାଙ୍ଗ ଟିମ୍ ଘୋଷଣା କରାଯାଇଛି। ଆଗାମୀ ଦିନରେ ଲୋକଙ୍କ ସମସ୍ୟାରେ  ଜଡ଼ିତ ରହି ନିଜର ସାଙ୍ଗଠନିକ କାର୍ଯ୍ୟଧାରା ଜାରୀ ରଖିବୁ ବୋଲି ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ମହାପାତ୍ର କହିଛନ୍ତି। ନବନିଯୁକ୍ତ ସମସ୍ତ ଯୁବ କଂଗ୍ରେସର ସଦସ୍ୟା ନିଜର କୃତଞତା ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ପୂର୍ବ AICC ସମ୍ପାଦକDr ବିଶ୍ଵ ରଞ୍ଜନ ମହାନ୍ତି, ରାଜ୍ୟ ଯୁବ ସଭାପତି Dr ସ୍ମୃତି ଲେଙ୍କା, ପୂର୍ବ ବିଧାୟକ ଶ୍ରୀ ସଦନ ନାୟକ, ଶ୍ରୀ ଭୁଜବଳ ମାଝି , ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମୁନ୍ନା ତ୍ରିପାଠୀ,  ଏବଂ ଜିଲ୍ଲା ସଭାପତି ଶ୍ରୀ ଦ୍ବାରିକା ମହାପାତ୍ରଙ୍କୁ ଜଣାଇଛନ୍ତି। ନବରଙ୍ଗପୁର ଜିଲ୍ଲା ଯୁବ କଂଗ୍ରେସ ଦେଲା ଉଚ୍ଚ ଶିକ୍ଷିତା ନାରୀ ନେତ୍ରୀଙ୍କୁ ଗୁରୁତ୍ୱ, ଟିମରେ ସ୍ଥାନ ପାଇଲେ ପାଞ୍ଚ ଜଣ ଉଚ୍ଚ ଶିକ୍ଷିତା, (1)Dr ଲିପିକା ମାଝୀ ଡାକ୍ତରୀ ପାସ, ଉପ ସଭାପତି(2) ଗୀତା ମାଝୀ BA (Hon’s)  ସମ୍ପାଦକ ( 3) ନୀଲମ ହରିଜନ B.Tch Civil Engineer ସମ୍ପାଦକ (4) ପୁନମ ପନକା ( ସାଧାରଣ ସମ୍ପାଦକ Nursing ନର୍ସିଂ ପାସ ଆଉଟ୍ ସୋସିଆଲ ମିଡ଼ିଆରେ ଚର୍ଚ୍ଚିତ ଯୁବ ନେତ୍ରୀ)(5) ଦମୟନ୍ତୀ ଦିଶାରୀ ସମ୍ପାଦକ.BA ପାସ ଆଉଟ୍।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

କର୍ଲାମୁଣ୍ଡା ବ୍ଲକର ବଜରଙ୍ଗ ଦଳ ସମାବେଶ 

masiha

କୋରାପୁଟ ଲୋକସଭା ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ, ଅଭେଦ୍ୟ ଗଡ଼ ସୁରକ୍ଷିତ ରଖିବ କି କଂଗ୍ରେସ! ?

masiha

ଭାରତ ର ମହାନରାଷ୍ଟ୍ର ନାୟକ ପୂର୍ବତନ ପ୍ରାଧନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମଦିନ  ଚାନ୍ଦି ବାଉଁଶ ମୂଳ ଠାରେ  ମହା ସମାରୋହ ରେ ପାଳିତ

Sunil Chandra Nayak

Leave a Comment

error: Content is protected !!