ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପର୍ଜଙ୍ଗ ବିଧାୟକ ଙ୍କ ପୁତୁରା ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କାମାକ୍ଷାନଗର (ମ ନି ସ )୦୭/୦୧// ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ଙ୍କ ପୁତୁରା ତଥା ଭୂବନେଶ୍ଵର,RWSS ଡିଭିଜନର ଅଭିକ୍ଷଣ ଯନ୍ତ୍ରୀ, ବିଜୟା ନନ୍ଦ ସାହୁ ଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛନ୍ତି  lଆୟ ବହିର୍ଭୁତ, ସମ୍ପତ୍ତି ଠୁଳ ଅଭିଯୋଗରେ ଡିହଡୋଳ ସ୍ଥିତ ବାସ ଭବନ ପଙ୍ଗାତିରା, ଶଶୁର ଘର ଏବଂ ଭୁବନେଶ୍ବରର, ଢେଙ୍କାନାଳ,ଅନୁଗୁଳ, ସମେତ ୮ଟି ସ୍ଥାନରେ ଚଢାଉ ଜାରି l ଏହି ରେଡ୍ ରେ ୮ଟି ଟିମ ସାମିଲ ହୋଇଥିବା ସୂଚନା ମିଳିଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବହଳଦା ଅବକାରୀ ବିଭାଗ ଯନ୍ତାରେ ଦୁଇ ଧଳା ଜହର ମାଫିଆ,୧୩ ଗ୍ରାମର ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା ଏବଂ କଳା ସ୍ପ୍ଲେଣ୍ଡର ଜବତ

Sunil Chandra Nayak

ବାଘ ଛାଲ ସହ ପାଞ୍ଚ ଅଭିଯୁକ୍ତ ଗିରଫ 

masiha

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭିଣେଇ କୁ ମରଣାନ୍ତକ ଆକ୍ରମଣ କଲା ଶଳା

masiha

Leave a Comment

error: Content is protected !!