ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନିର୍ବାଚନି ସ୍ଥରୀୟ ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା  ଦିବସ ପାଳନ

ନୂଆପଡା  // ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ବିଜୁଜନତା ଦଳ ର ନିର୍ବାଚନ ମଣ୍ଡଳୀ ସ୍ଥରୀୟ ୨୫ବର୍ଷ ପୂର୍ତି ଅବସର ରେ ଖଡିଆଳ ନିର୍ବାଚନ ମଣ୍ଡଲୀ ରେ  ବିଜୁ ଜନତା ଦଳ ପକ୍ଷରୁ ଦଳର ୨୫ ତମ  ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଖଡିଆଳ ସ୍ଥିତ ଅଗ୍ରସେବ ଭବନ ଠାରେ ଅନୁଷ୍ଠିତ ବିଜୁ ଜନତା ଦଳ ର ଜିଲ୍ଲା ସାଧାରଣ ସଂପାଦକ ଲମ୍ଵୋଧର ନିଆଲଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ରେ ଓଡିଶା ସରକାରଙ୍କ ଜଳ ସଂପଦ ମନ୍ତ୍ରୀ  ଶ୍ରୀମତି ଟୁକୁନି ସାହୁ , ଯୋଜନା ସମନ୍ଵୟ ମନ୍ରୀ ରାଜେନ୍ଦ୍ର ଡୋଲଜିଆ, ଜିଲ୍ଲା ସଭାପତି ମନୋଜ କୁମାର ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲୀ ମାଝି ,ହରେକୃଷ୍ଣ ଷଡଙ୍ଗୀ ପ୍ରମୁଖ ଯୋଗ ବିଜୁ ଜନତା ଦଳ ନେତୃତ୍ୟ ରେ ଦୀର୍ଘ ୨୨ବର୍ଶ ଧରି କ୍ଷନତା ରେ ଥିବା ବିଭିନ୍ନ ଜନହିତକର ଯୋଜନା ଗୁଡିକ ଉପରେ ଆଲୋକପାତ କରିବା ସହ ଏହାକୁ ବଜାୟ ରଖି ଆସନ୍ତା ସାଧାରଣ ନିର୍ବାଚନ ରେ ଦଳ ଯେପରି ଭାବରେ କ୍ଷମତା ରେ ଫେରିବ ସେ ଦିଗରେ ଯତ୍ନବାନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିବା ସହ ଦଳକୁ ତୃଣମୂଳ ସ୍ତର ରୁ ମଜବୁତ କରିବା ପାଇଁ ଆହ୍ଵାନ କରାଯାଇ ମୁଖ୍ୟମନ୍ରୀଙ୍କ ହାତମୁଠା କୁ ଠାଣ କରିବା ନେଇ ଆହ୍ବାନ କରାଯାଇଥିଲା । ଏ ଅବସର ରେ  ରାଜନୈତିକ ଦଳ ର ଶତାଧିକ କର୍ମୀ ମନ୍ତ୍ରୀ ମାନଙ୍କ ଉପସ୍ଥିତି ରେ ବିଜୁ ଜନତା ଦଳର ଉପ ସଭାପତି ମନୋଜ ଦୀପ ଙ୍କ ଆହ୍ବାନ କ୍ରମେ  ବିଜେଡି ଦଳ ରେ ଯୋଗଦେଇଥିଲେ ।ଉକ୍ତ ପ୍ରତିଷ୍ଠା ଉସ୍ସବ ରେ ଖଡିଆଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଡିଆଲ, ବୋଡେନ ଏବଂ ସିନାପାଲି ବ୍ଲକ ରୁ ଦଳୀୟ ନିର୍ବାଚିତ ଜନପ୍ରତିନିଧିଙ୍କ ସମେତ ଦଳୀୟ ନେତୃବର୍ଗ ଏବଂ ଶତାଧିକ ସଂଖ୍ୟା ରେ ଦଳୀୟ କର୍ନକର୍ତା ଉପସ୍ଥିତ ଥିଲେ ।ଏଥିରେ ବିଜୁ ଜନତା ଦଳ ର ଜିଲ୍ଲା ପରିଷଦ ଉପଧକ୍ଷା ଦୀପିକା ଦୀପ,ମହିଳା ସଭାନେତ୍ରୀ ସର ସ୍ଵାତୀ ବାଗ , ପୁଷ୍ପାଞ୍ଜଳି ପାଣ୍ଡେ ,ମନ୍ଦାକିନି ବଘେଲ , ବୈଷମ ପାୟମ ମେହେର,ୟାସିନ ମହମ୍ମଦ,ଜିଲ୍ଲା ପରିଷଦ ସଭ୍ୟ   ଚିତରଞ୍ଜନ ବେହେରା ,ମାଲ୍ୟ ବନ୍ତ ସୁନା, ତବୟା ଶବର, ଜାଜ୍ଞସିନି କଟା, ପୁଷ୍ପାଞ୍ଜଳି ଗୁହାଳ, ସୃତି ସିଂହ ମାଝୀ, ଜିଲ୍ଲା ଯୁବ ସଭାପତି ହରିଶ ଚନ୍ଦ୍ର ପଣ୍ଡା, ଅମିତ୍ ସିଂଦେଓ, ସୁଚିଶ୍ମିତା ମହାରଣା, କିରଣ ତାଣ୍ଡି, ସୁବେର ସିଂଦେଓ, ଚନ୍ଦନ ସାହୁ, ମିନତି କାଣ୍ଡ, ଯଶୋବନ୍ତୀ ବଞ୍ଜାରେ, ଅନିତା ବାରିକ, ଦୟ ଥପା,ଶ୍ରୀକାନ୍ତ ସିଂହ ମାଝୀ, ଯୌତି ଲାଲ ବଞ୍ଜାରେ , ଅଭିଷେକ ମେହେର, ସୁବାସ ଛନ୍ଦ୍ର ଅଗ୍ରୱାଲ, ଦଇତାରୀ ମେହେର, ରାହୁଲ ବର୍ମା, ଯୋଗେନ୍ଦ୍ର ମାଝୀ, ଶ୍ୟାମ ସୁନ୍ଦର ବେହେରା,ମିଥୁନ ନାଗ, ସୁନିଲ କୁମାର ମାଝୀ, ପ୍ରଦୀପ ଦଣ୍ଡସେନା, ରମେଶ ଭୋଇ, ହେମନ୍ତ କୁମାର ତାଣ୍ଡି,ମହମ୍ମଦ ରେହେମାନ, ମହମ୍ମଦ ଇମ୍ରାନ,ଅବନୀ ରଞ୍ଜନ ଯୋଶୀ,ପ୍ରମୁଖ କର୍ମୀ ଉପସ୍ଥିତ ଥିବା ବେଳେ ଏଥିରେ ସ୍ବାଗତ ସମ୍ବର୍ଦ୍ଧନା ଖଡ଼ିଆଳ ନଗର ସଭାପତି ଦୀପକ ଖମାରୀ ଦେଇ ଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଜୁବାବୁଙ୍କ ଉତ୍ସର୍ଗୀକୃତ ଦେଶପ୍ରେମ ଅନନ୍ୟ,, ବିଧାୟକ ଦିବ୍ୟଶଙ୍କର ମିଶ୍ର

Sunil Chandra Nayak

କାମାକ୍ଷାନଗର ବ୍ଲକରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

ବିଜେପି ଶେଷ ନିର୍ବାଚନୀ ସଭାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

masiha

Leave a Comment

error: Content is protected !!