ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମକର ସଂକ୍ରାନ୍ତି ଅବସରରେ ଭିନ୍ନକ୍ଷମ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ

 ନବରଙ୍ଗପୁର— (ମସିହା)ଜିଲ୍ଲା ଭିନ୍ନକ୍ଷମ ସଂଘ ନବରଙ୍ଗପୁର ତରଫରୁ ଆଜି ପବିତ୍ର ମକର ସଂକ୍ରାନ୍ତି ପାଳନଅବସରରେ ଅନୁଷ୍ଠାନ ତରଫରୁ ସହରର ଭିନ୍ନକ୍ଷମ ଅସହାୟ ଓ ଗରିବ ବ୍ୟକ୍ତି ବିଶେଷଙ୍କୁ ଶୀତବସ୍ତ୍ର ଓ ଜଳଖିଆ ପ୍ରଦାନ କରାଯାଇଥିଲା l ଏଥିରେ ଅନୁଷ୍ଠାନର ସଭାପତି ସମାଜସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ସମ୍ପାଦକ ଶ୍ରୀ ସୁଜିତ ରଥ କାଉନସିଲର ନଗେନ୍ଦ୍ର ପଟ୍ଟନାୟକ, ସୋମେଶ ଖୋର ଏବଂ ବରିଷ୍ଠ ନାଗରିକ ସ୍ଥାନୀୟ ସାମ୍ବାଦିକ ଉପସ୍ଥିତି ରହି ନବରଙ୍ଗପୁର ର ୧୭ ଗୋଟି ୱାର୍ଡର ଭିନ୍ନକ୍ଷମ ଓ ଅସହାୟ ବ୍ୟକ୍ତି ଙ୍କୁ କମ୍ବଳ ଓ ଜଳଖିଆ ପ୍ରଦାନ କରିଥଲେ l ସମାଜସେବୀ ଶ୍ରୀ ମହାପାତ୍ର ଏହି ଅବସରରେ ଯୋଗ ଦେଇ ସହରରେ ଏଭଳି କାର୍ଯ୍ଯକ୍ରମ ଅନୁଷ୍ଠାନ ଆୟୋଜନ କରିଥିବାରୁ ଖୁସି ପ୍ରକଟ କରିଥିବା ସହ ଆଗମୀ ଦିନରେ ଏଭଳି ଜନସେବା ସହରରେ ଅଭ୍ୟାହତ ରହିବ ବୋଲି ମତ ପ୍ରକାଶ କରିଥଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍ 

Related posts

ଲଗାଣ ବର୍ଷାରେ ଭାଙ୍ଗିଲା ଘର 

Sunil Chandra Nayak

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

ବିଦ୍ୟାଳୟ ବାର୍ଷିକ ଉତ୍ସବରେ ଯୋଗଦେଲେ ବିଧାୟକ ସମ୍ବିତ ରାଉତରାୟ

Sunil Chandra Nayak

Leave a Comment

error: Content is protected !!