ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବାର ମଙ୍ଗଳରେ ରହିବାନେଇ ସତସଙ୍ଗ ପ୍ରଦାନ କଲେ ପୁଅ ବୋହୁ

ଡାବୁଗାଁ, ୧୫/୧(ମ.ନି.ସ.)- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ରାଜ୍ୟ ରାଜପଥ-୩୯ପାର୍ଶ୍ଵରେ ଗଢି ଉଠିଥିବା ସତସଙ୍ଗ ବିହାରରେ ଆଜି ବିଶେଷ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୋପିନାଥ ବେହେରାଙ୍କ ପୁଅ ବୋହୁ ବିଦେଶରୁ ବହୁ ବର୍ଷ ପରେ ଡାବୁଗାଁ ନିଜ ଘରକୁ ଫେରିଥିବାରୁ ପୁଅ ବିକାଶ ଓ ବୋହୁ ଆରତୀ ପରିବାରର ମଙ୍ଗଳ ସକାସେ ପରମପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ସତସଙ୍ଗ ବିହାରରେ ବହୁ ଭକ୍ତ ଭାଇ ଓ ଭକ୍ତିମତୀ ମା ମାନଙ୍କୁ ନେଇ ସତସଙ୍ଗ ପ୍ରଦାନ କରିଥିଲେ । ସ-ପ୍ର-ଋ କମଳା କାନ୍ତ ସାହୁ ଙ୍କ ପୈ।ରୋହିତ୍ୟରେ ଯାଯକ ଗିରିଧାରୀ ସାହୁ ଓ ଗୋପିନାଥ ଵେହେରା ଙ୍କ ସହ ବହୁ ଗୁରୁଭାଈ ଓ ମା ମାନଙ୍କୁ ନେଇ ସତସଙ୍ଗ ଆରମ୍ଭ କରାଯାଇ ପ୍ରାତଃକାଳୀନ ବିନତୀ, ପ୍ରାତଃକାଳୀନ ଓ ସନ୍ଧ୍ୟାକାଳୀନ ବିନତୀ, ସଦଗୁରୁ ବନ୍ଦନା, ସଦଗ୍ରନ୍ଥ ପଠନ, ଭଜନ କିର୍ତ୍ତନ, ଯାଜନ ବହୁ ଶାନ୍ତି ଶ୍ରୁଙ୍ଖଳାରେ ଭକ୍ତିପୂର୍ଣ୍ଣ ପରିବେଶରେ ହୋଇଥିଲା । ଶେଷରେ ବନ୍ଦେ ପୁରୁଷୋତ୍ତମ ଧ୍ଵନୀ ରେ ମୁଖରିତ ହେବା ସହ ଜୟ ଜୟ କାର ଧ୍ଵନୀରେ ସମାପନ ହୋଇ ଥିଲା | ସତସଙ୍ଗ ପରିବେଶରେ ଉପସ୍ଥିତ ସମସ୍ତଙ୍କ ପାଇଁ ଆନନ୍ଦ ବଜାରରେ ପ୍ରସାଦ ସେବନ କରିବାର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ଠାକୁରଙ୍କ ପ୍ରତି ଆକ୍ରୁଷ୍ଟ ହୋଇ ସତଦୀକ୍ଷାରେ ୨ ଜଣ ଦିକ୍ଷିତ ହୋଇ ନିଜ ଜୀବନକୁ ସତ ପଥରେ ପରିଚାଳିତ କରିବାକୁ ବ୍ରତୀ ହୋଇଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଡାବୁଗାଁରେ ନବ ଭାରତ ସ୍ଵାକ୍ଷରତା କାର୍ଯ୍ୟକ୍ରମ

masiha

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଗ ଶିକ୍ଷା

masiha

ପୋଲିସ ନିଯୁକ୍ତିରେ ଏସ୍ ସି, ଏସଟି ଏବଂ ଓବିସିଙ୍କୁ ପାତରଅନ୍ତର ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort