ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରବାହାଲ ରେ ସେକ୍ଟର ସ୍ତରୀୟ ଆଶା ସଂଘ ଗଠିତ

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲ ଗ୍ରାମର ସ।ପ୍ତ।ହିକ ବଜାର ପ୍ରାଙ୍ଗଣରେ ଚାର ବାହାଲ ସେକ୍ଟର ସମସ୍ତ ଆଶା କର୍ମୀ ମାନଙ୍କୁ ନେଇ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ଜୁନାଗଡ଼ ବ୍ଲକ ଆଶା ସଂଘର ସଭାନେତ୍ରୀ କ୍ଷମା ଶିଳା ଛତ୍ରିଆଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।କାର୍ଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରୀ ବାସନ୍ତୀ ନ।ଏକ ଅଧକ୍ଷତା କରିଥିଲେ ।ସଭାରେ ସେକ୍ଟର ସ୍ତରୀୟ ଆଶା ସଂଘ ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇ ଥିଲା ।ଯ।ଜ୍ଞସେନି ମହାନନ୍ଦ ଙ୍କୁ ସଭାନେତ୍ରୀ ଭାବରେ ମନୋନୀତ କରି ଥିବା ବେଳେ ସମ୍ପାଦିକା ଭାବରେ ସୁଶିଳା ନିଆଲ ଙ୍କୁ ମନୋନୀତ କରାଯାଇଥିଲା ।ସେହିପରି କୋଷାଧକ୍ଷ ଭାବରେ ଭାନୁମତି ଅଧିକାରୀ ଙ୍କୁ ମନୋନୀତ କରାଯାଇ ଥିଲା ।ଏଥିରେ ଆଶା କର୍ମୀ ମନ୍ଦାର ଶବର ,ପ୍ରମୋଦିନି ଭାଟି ,ଦ୍ରୋପଦି ସେଠ ,ନିଳିମା ଖମାରି ,ସ୍ୱର୍ଣ୍ଣ ଲତା କାଣ୍ଡ ,ନିଳେନ୍ଦ୍ରୀ ବଗର୍ତ୍ତି ,ଜୋ ସ୍ନା ବାଗ ,ଲଳିତା ଶବର ,ମାଳତୀ ସ୍ୱରି ,ଚିଲାବତୀ ମଙ୍ଗରାଜ ,ଅରୁନ୍ଧତୀ ବେମାଲ ପ୍ରମୁଖ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ଶେଷରେ ସଭାନେତ୍ରୀ ଯ।ଜ୍ଞସେନି ମହାନନ୍ଦ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ମେଘା ପ୍ରକଳ୍ପର ମହା ଘୋଟାଲା ,ଆରମ୍ଭ ରୁ ଓଭର ହେଡ ଟାଙ୍କି ରୁ ଝରିଲାଣି ପାଣି, କାମ ର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ !

Sunil Chandra Nayak

ବିଜାତଳା ଠାରେ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

masiha

ଆବାସ ଗୃହ ପାଇବାର ମାପକାଠି ରେ ଯୋଗ୍ୟ ହେଲେନି ପଦ୍ମା ଓ ଚଞ୍ଚଳା ! ଏମାନଙ୍କ ବିକଳ ଗୁହାରି ଶୁଣିଲେନି ଅଧିକାରୀ , ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ଭୁଲିଗଲେ

Sunil Chandra Nayak

Leave a Comment

error: Content is protected !!