ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିଜିଲାନ୍ସ ଜାଲରେ ଖଡ଼ିଆଲ ବିଡ଼ିଓ

ନୂଆପଡା // ନୂଆପଡା ଜିଲ୍ଲା ଖଡ଼ିଆଳ ବିଡିଓ ଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ । ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ ସମ୍ବଲପୁର ଭିଜିଲାନ୍ସ ଏସ୍ ପି ସାରା ଶର୍ମାଙ୍କ ନିର୍ଦେଶ କ୍ରମେ ବିଡ଼ିଓଙ୍କ ପାଞ୍ଚ ଗୋଟି ସ୍ଥାନରେ ମଙ୍ଗଳବାର ସକାଳ ପାଞ୍ଚ ଘଣ୍ଟା ସମୟରୁ ଚଢ଼ାଉ କରାଯାଇଛି ବରଗଡ଼ ଭଡା ଘର, ବଲାଙ୍ଗୀର, ଲୁଇସିଙ୍ଗା ବ୍ଲକ ପୌତ୍ରୀକ ଗ୍ରାମ କୁଶମେଲ, ଖଡ଼ିଆଳ ସରକାରୀ ବାସଭବନ ଓ ସରକାରୀ କାର୍ଯ୍ୟାଳୟରେ ମଙ୍ଗଳବାର ସକାଳ ପାଞ୍ଚ ଘଣ୍ଟା ସମୟରେ ବରଗଡ଼ ଭିଜିଲାନ୍ସ ଡି ଏସ ପି ସତ୍ୟବାନ ମହନନ୍ଦଙ୍କ ନେତୃତ୍ୱରେ ଦଶ ଗୋଟି ଏସାଆ ଓ ତିନିଗୋଟି ଡ଼ିଏସପି ଇଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରହିଛି ବୋଲି ଭିଜିଲାନ୍ସ ଡି ଏସ ପି ମହନନ୍ଦ ପ୍ରକାଶ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ 

Related posts

ସାଇ ମନ୍ଦିରରୁ ଚୋରି, ମୂଲ୍ୟବାନ ଅଳଙ୍କାର କିରଟି ସହ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟ

ବାଇକ ଲୁଟେରାକୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ

masiha

ଜଗତପୁର ଆର୍ଡିଶ ହୋଟେଲରେ ବ୍ୟବସାୟୀଙ୍କ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!