ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସନ୍ତା ଫ୍ରେଵୃୟାରି ମାସରେ କାମାକ୍ଷା ମହୋତ୍ସବ ହେଵାକୁ ଥିବା ସାରଙ୍ଗଧର ଷ୍ଟାଡିୟମ ପଡ଼ିଆ ପରିଦର୍ଶନ କରିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

କାମାକ୍ଷାନଗର (ମ ନି ସ)୧୯/୦୧ ଆସନ୍ତା ଫ୍ରେଵୃୟାରି ମାସରେ କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ଠାରେ କାମାକ୍ଷା ମହୋତ୍ସବ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଦିବା ୧୦ ଘଟିକା ସମୟରେ ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ,ସ୍ଥାନୀୟ ନଗରପାଳ ଧର୍ମାନନ୍ଦ ପରିଡା , ସ୍ଥାନୀୟ ଉପ-ଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ , ବରିଷ୍ଠ କ୍ରୀଡାବିତ୍ ଆଦିତ୍ୟ ଆଚାର୍ଯ୍ୟ ଏବଂ ମଙ୍ଗତଲାଲ୍ କଟାରୁକାଙ୍କ ଭଳି ପ୍ରମୁଖ ମାନ୍ୟଗଣ୍ୟ ବୁଦ୍ଧିଜୀବିଙ୍କୁ ସାଥୀରେ ନେଇ ପଡ଼ିଆ ପରିଦର୍ଶନ କରି କାମାକ୍ଷା ମହୋତ୍ସବ କିଭଳି ଆଡମ୍ବର ସହ ପାଳନ କରାଯିଵ ସେ ବିଷୟରେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ତଦାରଖ କରିଛନ୍ତି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ 

masiha

ହୋ ହାଲ୍ଲାରେ ସରିଲା ବାଲିକୁଟି ପଞ୍ଚାୟତର ସାମାଜିକ ସମୀକ୍ଷା ଗ୍ରାମସଭା

Sunil Chandra Nayak

ଝାରମୁଣ୍ଡାରେ ବ୍ଲକ ସ୍ତରୀୟ ଆଦିବାସୀ ସମ୍ମିଳନୀ l ମଦ ଛାଡ଼ ପାଠ ପଢ଼ ମନ୍ତ୍ର ଦେଲେ ରାଜ୍ୟସଭା ସାଂସଦ 

masiha

Leave a Comment

error: Content is protected !!