ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘର ଭିତରୁ ରଣା ସାପ ଉଦ୍ଧାର

ଘର ଭିତରୁ ରଣା ସାପ ଉଦ୍ଧାର

ନୂଆପଡା,(ସୁଜିତ କୁମାର ପ୍ରଧାନ )ବର୍ତ୍ତମାନ ବର୍ଷା ଦିନ, ଲଗାଣ ବର୍ଷାରେ ଜମି ବାଡ଼ିରୁ ଅନେକ ବିଷଧର ସାପ ଘର ଭିତରକୁ ପଶି ଆସୁଛନ୍ତି l ନୂଆପଡ଼ା ଜିଲ୍ଲା କୋମନା ବଙ୍ଗଳାପଡ଼ାର ଜଣେ ବ୍ୟକ୍ତିଙ୍କ ଘର ଭିତରୁ ଏକ ବିଷଧର ରଣା ସାପ ଉଦ୍ଧାର କରିଛନ୍ତି କୋମନା ବନ ବିଭାଗର ତାଲିମ ପ୍ରାପ୍ତ ସାପ ଧରାଳି କମଳ ପାଣ୍ଡେ l ସେ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ, କବାଟ ଫାଙ୍କରେ କପଡା ଜାମ କରିବା ସହ ମଶାରୀ ଟାଙ୍ଗୀ ଶୁଅନ୍ତୁ l

Related posts

ଜିଲ୍ଲା ସ୍ତରୀୟ ଯୁବା ଉତ୍ସବ , ଆକର୍ଷିତ କଲା ଜନଜାତି ସାମଗ୍ରୀ ପ୍ରଦର୍ଶନୀ

Sunil Chandra Nayak

ବାଲୁକା କଳା ରେ ବିଶ୍ଵ ମହିଳା ଦିବସ

masiha

ଓଡ଼ିଆ ସାହିତ୍ୟ ସଂସଦ ପକ୍ଷରୁ ଗୁରୁ ଦିବସ ଉପଲକ୍ଷେ କବିତା ପାଠୋତ୍ସବ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!