ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ଓ ସେକ୍ଟର ସ୍ତରୀୟ ଆଶା ସଂଘ ଗଠିତ

ଭବାନୀପାଟଣା ଠାରେ ଆଜି ବ୍ଲକ ସ୍ତରୀୟ ଆଶା ସଂଘ ଗଠିତ ହୋଇଯାଇଛି । ଜିଲ୍ଲା ସଭାନେତ୍ରୀ ବାସନ୍ତୀ ନ।ଏକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଭବାନୀ ପାଟଣା ସଦର ବ୍ଲକ ସ୍ତରୀୟ ଆଶା ସଂଘ ଗଠନ କରାଯାଇଥିଲା ।ଏଥିରେ ସଭ।ନେତ୍ରୀ ଭାବରେ ବେବି ବାଗ ଙ୍କୁ ମନୋନୀତ କରାଯାଉଥିବା ବେଳେ ସମ୍ପାଦିକା ଭାବରେ ଶୁଭାସିନୀ ମାହାର ଙ୍କୁ ଚୟନ କରାଯାଇଥିଲା । କୋଷ।ଧକ୍ଷ ଭାବରେ ବାଳମତି ଗୁରୁଙ୍କୁ ମନୋନୀତ କରାଯାଇଥିଲା ।ସେହିପରି କର୍ଲ।ପଡ଼ା ସେକ୍ଟର ସଭାନେତ୍ରୀ ଭାବରେ ସୁରଭି ପଟେଲ ଙ୍କୁ ମନୋନୀତ କରାଯାଇଥିବା ବେଳେ ସମ୍ପାଦିକା ଭାବରେ ଗୋମତି ମାଝୀ ଙ୍କୁ ମନୋନୀତ କରାଯାଇଛି ।କୋଷାଧକ୍ଷ ଭାବରେ କୁନି ନରିଆ ଙ୍କୁ ମନୋନୀତ କରାଯାଇଥିଲା ।ଦେପୁର ସେକ୍ଟର ସ୍ତରୀୟ ଆଶା ସଂଘର ସଭାନେତ୍ରୀ ଭାବରେ ସରୋଜିନୀ ପାତ୍ର ,ସମ୍ପାଦିକା ଶାନ୍ତି ଲତା ଗୋୖଡ଼ ,କୋଷାଧକ୍ଷ ଭାବରେ ଭବନ୍ଦିନୀ ପ୍ରଧନୀଙ୍କୁ ମନୋନୀତ କରାଯାଇଥିଲା ।ଏହି ବୈଠକରେ ଆଶା ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।ଏଥିରେ ଅନେକ ଆଶା କର୍ମୀ ଉପସ୍ଥିତ ରହି ନିଜ ନିଜର ମତ ପ୍ରକାଶ କରିଥିଲେ ।ବୈଠକରେ ଜୁନାଗଡ଼ ବ୍ଲକ ସଭାନେତ୍ରୀ କ୍ଷମା ଶିଳା ଛତ୍ରିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

ନୂଆଗାଁ ରେ ହାତୀ ବ୍ୟାପକ ଧାନ ଫସଲ ନଷ୍ଟ/ ୧୪ ରୁ ଉର୍ଦ୍ଧ୍ବ ଚାଷୀଙ୍କ ବିଲ ନଷ୍ଟ! ମାଣିକପୁର ଜଙ୍ଗଲରେ ହାତୀ ଛାଡ଼ିବି ଯାଉ ନାହାନ୍ତି

Sunil Chandra Nayak

ଅକ୍ଷର ବ୍ରହ୍ମ ପୀଠକୁ ପରିଦର୍ଶନ କଲେ ଏସ ସି ଏସ ଟି କମିଶନର

masiha

ଜୁନାଗଡ଼ ଜାରିଙ୍ଗ ନିକଟରେ ସ୍କୁଟି ଓ କାର ମୁହଁ ମୁହିଁ ଧକ୍କା ,ଘଟଣା ସ୍ଥଳରେ ସ୍କୁଟି ଅରୋହି ମୃତ 

masiha

Leave a Comment

error: Content is protected !!