ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁବାଷ ବୋଷ ଙ୍କ ଜୟନ୍ତୀ ପାଳିତ

ସାରା ବିଶ୍ୱର ଅନନ୍ୟ ଯୋଦ୍ଧା, ଆଜାଦ୍ ହିନ୍ଦ୍ ଫୈାଜର ପ୍ରତିଷ୍ଠାତା, ଭାରତ ସ୍ୱାଧିନତା ଆନ୍ଦୋଳନର ବହ୍ନିଶିଖା ବିଶେଷ କରି ଆମ ଓଡିଶା ମାଆ ମାଟିର ସୁଯୋଗ୍ୟ ସନ୍ତାନ ଓ ଜାତିର ମହାନାୟକ ସୁବାସ ଚନ୍ଦ୍ର ବୋଷଙ୍କ ୧୨୭ ତମ ପବିତ୍ର ଜୟନ୍ତୀ ଉତ୍ସବ ରେ ଆଜି ଆଜାଦ୍ ୟୁଥ୍ ଫେଦ୍ରେସନ ତରଫରୁ ଖଡ଼ିଆଳ ଆଜାଦ୍ ଚୌକ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ୧୨୫ତମ ଜୟନ୍ତୀ ପାଳନ କରାଗଲା। ଏ ଥିରେ ହେମିଓ ପେଥିକ ଡ ସିଦ୍ଧାର୍ଥ ଶଙ୍କର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ। ସଭାପତି ଦୂର୍ବା ରଞ୍ଜନ ଖମାରୀ ସଭାପିତ୍ବ କରିଥିଲେ । ସଞ୍ଜୟ ଶର୍ମା, ନୌଶଦ୍ ଅହମ୍ମଦ, ଅଜୟ ସେବକ, ଅଶୋକ ବାଗ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କାର୍ତ୍ତିକ ପୂର୍ଣ୍ଣିମାରେ ଵହଳଦାରେ ମା’ କୀଚକେଶ୍ଵରୀଙ୍କ ସୁନାବେଶ ପାଇଁ ବ୍ୟାପକ ପ୍ରସ୍ତୁତି

masiha

ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ଗଠିତ ,ମହାସଂଘ ସଭାପତି ହେଲେ ବରିଷ୍ଠ ସାମ୍ବାଦିକ ରବି ରଥ

Sunil Chandra Nayak

ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର 

Sunil Chandra Nayak

Leave a Comment

error: Content is protected !!