ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦିବ୍ୟାଙ୍ଗ ଯୁବତୀ କୁ ଦୁଷ୍କର୍ମ ।ଅଭିଯୁକ୍ତ ବାହାରେ ନିର୍ଭୟରେ ବୁଲୁଛି। ଅଭିଯୁକ୍ତ କୁ ଗିରଫ କରୁନାହିଁ ପୋଲିସ । ନ୍ୟାୟ ପାଇଁ ଡିଜି ଙ୍କ ଦ୍ୱାରସ୍ଥ ହେଲେ ପିଡିତା 

ଦିବ୍ୟାଙ୍ଗ ଯୁବତୀ କୁ ଭଲପାଇ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରି ପ୍ରାଣରଣା କରିଥିବା ଯୁବକକୁ ପୋଲିସ ଗିରଫ କରିନଥିବା ଯୋଗୁଁ ରାଜ୍ୟ ପୋଲିସ ମହା ନିର୍ଦ୍ଧେଶକ ଙ୍କ ଦ୍ୱାରସ୍ଥ ହେଲେ ପଡିତା। ସୂଚନାଯୋଗ୍ୟ ଖଜୁରିପଡା ଥାନା ଅଞ୍ଚଳ ର ଜଣେ ଦିବ୍ୟାଙ୍ଗ ଯୁବତୀ ଫୁଲବାଣୀ ଟାଉନ ସ୍ଥିତ ରୋଟାରୀ କ୍ଳବ ରେଡ଼କ୍ରସ କ୍ୱାଟରରେ ରହୁଥିବା ନିଜ ଜ୍ବାଇଁ ଙ୍କର ଘରକୁ ଆସିଥିଲା। ଏହି ଯୁବତୀ ଙ୍କ ସହ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଅନ୍ତର୍ଗତ କୁଜାମେଣ୍ଡି ଗ୍ରାମର ସୁନୀଲ ଓରଫ ସୁମନ୍ତ ବେହେରା ନାମକ ଯୁବକ ଫୁଲବାଣୀ ବଜାରରେ ଦେଖା ହୋଇଥିଲା। ସୁନୀଲ ଯୁବତୀ କୁ ଭଲ ପାଉଛି ବିବାହ କରିବ ବୋଲି କହିଥିଲା। ଦିବ୍ୟାଙ୍ଗ ଯୁବତୀ ସୁନୀଲ କୁ ମୁଁ ଜଣେ ବିକଳାଙ୍ଗ ଝିଅ ମୁଁ ତୁମକୁ ବିବାହ କରିପାରିବି ନାହିଁ ବୋଲି କହିବା ସ୍ବତେ ମୋବାଇଲ ଫୋନରେ ସୁନୀଲ ବାରମ୍ବାର କଥା ବାର୍ତା କରୁଥିଲା। ଗୋଟିଏ ଦିନ ସାନ୍ଧ୍ୟ ୭ ଟା ବେଳେ ଜ୍ବାଇଁ ଘରେ କେହି ନଥିବା ସମୟରେ ସୁନୀଲ କବାଟ ବାଡେଇ ଘରଭିତରକୁ ପଶି ଆସି ଅନିଚ୍ଛା ସ୍ୱତେ ଦିବ୍ୟାଙ୍ଗ ଯୁବତୀକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ଦିବ୍ୟାଙ୍ଗ ଯୁବତୀ ପାଟି କରିବାରୁ ପାଟି କଲେ ମୁଁ ତତେ ବିବାହ କରିବି ନାହିଁ ବୋଲି କହିଥିଲା। ଅନ୍ୟଏକ ଦିନ ସୁନୀଲ ଖଜୁରିପଡା ରେ ମେରୁଯାତ୍ରା ଦେଖିଯିବା କୁ କହି ବିଲ ମଧ୍ୟରେ ଦିବ୍ୟାଙ୍ଗ ଯୁବତୀ କୁ ଵିଵାହ ପ୍ରଲବଭନ ଦେଖାଇ ଦୁଷ୍କର୍ମ କରିଥିଲା। ଦିବ୍ୟାଙ୍ଗ ଯୁବତୀ ତୁମେ ମୋତେ ବିବାହ କର ବୋଲି କହିବାରୁ ସେ ମୋତେ ତୁ ଗୋଟିଏ ବିକଳାଙ୍ଗ ଝିଅ ମୁଁ ତତେ ବିବାହ କରି ପାରିବି ନାହିଁ। ଏହି ଦୁଷ୍କର୍ମ କଥା ଯଦି କାହାକୁ କହିବୁ ତତେ ତଣ୍ଟି ଚିପି ମାରିଦେବି ସୁନୀଲ ଓରଫ ସୁମନ୍ତ ଧମକ ଦେଇଥିଲା । ମୁଁ ଭୟଭୀତ ହୋଇ ଏକଥା କାହାକୁ ଜଣାଇନଥିଲି । କିଛି ଦିନ ପରେ ପରିବାର କୁ କହିଥିଲି ଆଜି ଲିଖିତ ଅଭିଯୋଗ କରୁଛି ବୋଲି ଫୁଲବାଣୀ ଟାଉନ ଥାନାରେ ତା ୨୭/୧୨/୨୦୨୩ ରିଖ ଦିନ ଦିବ୍ୟାଙ୍ଗ ପିଡିତା ଏତେଲା ଦେଇଥିଲେ। ଟାଉନ ଥାନା ପୋଲିସ ପିଡିତା ଙ୍କର ଅଭିଯୋଗ କୁ ଭିତ୍ତିକରି ପିଡିତା କୁ ନେଇ ଡାକ୍ତରୀ ମାଇନା କରିବା ପରେ ଏକ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ସୁନୀଲ କୁ ଗିରଫ କରିବା ନିମନ୍ତେ ତଦନ୍ତ ଜାରି ରଖିଥିବା ଥାନା ପକ୍ଷରୁ କୁହାଯାଇଥିବା ବେଳେ ଅଭିଯୁକ୍ତ ନିର୍ଭୟ ରେ ବାହାରେ ବୁଲୁଛି । ଅଭିଯୁକ୍ତ ସମ୍ପର୍କରେ ପୋଲିସ ଜାଣିଥିଲେ ମଧ୍ୟ ଅଭିଯୁକ୍ତ କୁ ଆଜି ପର୍ଯ୍ୟନ୍ତ ଗିରଫ କରି ନାହିଁ । ପୋଲିସ ର ଏତା ଦୃଶ୍ୟ କାର୍ଯ୍ୟ ପ୍ରତି ଆଙ୍ଗୁଳି ନିର୍ଦେଶ ହେଉଛି। ପିଡିତା ଉପଯୁକ୍ତ ନ୍ୟାୟ ପାଇବା ପାଇଁ ରାଜ୍ୟ ପୋଲିସ ମହା ନିର୍ଦେଶକ ଙ୍କୁ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ଦେଇଥିବା ବେଳେ ରାଜ୍ୟ ପୋଲିସ ମହା ନିର୍ଦେଶକ ତୁମ ଜିଲ୍ଲା ଏସ ପି ଙ୍କୁ ଏହି ଅଭିଯୋଗ ନେଇ ଦିଅ ବୋଲି ନିର୍ଦେଶ ଦେଇଥିଲେ। ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ଙ୍କର ନିର୍ଦେଶ ଅନୁସାରେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଙ୍କୁ ଭେଟି ଦିବ୍ୟାଙ୍ଗ ପିଡିତା ଓ ତାଙ୍କ ଭାଇ ଘଟଣା ସମ୍ପର୍କରେ ଅଭିଯୋଗ ଦେଇଥିବା ବେଳେ ଅଭିଯୁକ୍ତ ସୁନୀଲ ର ସାଙ୍ଗ ମାନେ କେସ ଉଇଥ ଡ୍ର କିରି ଦେ ନଚେତ ପୁନଃବାର ଦୁଷ୍କର୍ମ କରିବୁ ଏବଂ ତୋ ଭାଇ କୁ ମର୍ଡର କରିବୁ ତୋ ଭାଇ ବଞ୍ଚିଲେ ସିନା କେସ ଲଢ଼ିବ ଜୀବନରେ ମାରିଦେବୁ ବୋଲି ଧମକ ଦେଉଛନ୍ତି। ଯାହା ଫଳରେ ହଜୁର ମୋର ଏବଂ ଆମ ପରିବାର ଜୀବନ ପ୍ରତି ବିପଦ ରହିଛି ବୋଲି ଦିବ୍ୟାଙ୍ଗ ପିଡିତା ଏବଂ ତାଙ୍କ ଭାଇ ଏସ ପି କନ୍ଧମାଳ ଙ୍କୁ ଅଭିଯୋଗ କରିଥିଲେ ।କନ୍ଧମାଳ ଏସ ପି ଶ୍ରୀ ପାତ୍ର ଖୁବ ଶୀଘ୍ର ଅଭିଯୁକ୍ତ ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଦିବ୍ୟାଂଙ୍ଗ ପିଡିତା ଓ ତାଙ୍କ ଭାଇ ଗଣମାଧ୍ୟମ ଆଗରେ କହିଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

masiha

ଝିଅକୁ ମାରିଦେଇଥିବା ଅଭିଯୋଗ ଆଣିଲେ ବାପା ଘର ଲୋକେ 

masiha

ବେଆଇନ ଭାବେ କେନ୍ଦୁପତ୍ର ଚୋରା ଚାଲାଣ , ଚୋରା ଚାଳଣ ବେଳେ ବନପାଳଙ୍କ ଦ୍ଵାରା ଜବତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort