ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଓ୍ଵାର୍ଡ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସମାରୋହ ନଗରପାଳଙ୍କ ଦ୍ଵାରା ଉଦଘାଟିତ 

କାମାକ୍ଷାନଗର (ମ ନି ସ)୨୪/୦୧_ ଆଜି ସକାଳ 11 ଘଟିକା ସମୟରେ ଓ୍ଵାର୍ଡ ନମ୍ଵର ୧୪ ,ପୁରୁଣା ରେକୁଳା ଗାଁ X-lent sports club ପଡିଆଠାରେ ,ଓଡ଼ିଶାରେ ଦିତୀୟ ଥର ପାଇଁ ସାଢେ ଚାରିକୋଟି ଓଡ଼ିଆଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବଳିଷ୍ଠ ନେତୃତ୍ବରେ ଆୟୋଜିତ ହକି ବିଶ୍ଵ କପ୍ କୁ ନେଇ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମହୋଦୟଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଓ୍ଵାର୍ଡ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସମାରୋହରେ ମୂଖ୍ୟ ଅତିଥି ଭାବରେ ମାନ୍ୟବର ନଗରପାଳ ତଥା ଅଞ୍ଚଳବାସୀଙ୍କ ଲୋକପ୍ରିୟ ଅପ୍ରତିଦ୍ଵନ୍ଦୀ ଯୁବନେତା ଧର୍ମାନନ୍ଦ ପରିଡା ଯୋଗଦେଇ ଅନୁଷ୍ଠାନିକ ଭାଵେ ଫିତା କାଟି ଶୁଭ ଉଦ୍ଘାଟନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନବାବୁ ଏଵଂ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କୁ କୃତଜ୍ଞତା ଜଣାଇ ଉପସ୍ଥିତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

୧୬ ଏବଂ ୧୯ ବର୍ଷରୁ କମ୍ ବୟସ କ୍ରିକେଟ ଖେଳାଳି ନିମନ୍ତେ ଦୁଇ ଦିନିଆ ପଞ୍ଜିକରଣ କାର୍ଯ୍ୟକ୍ରମ 

masiha

ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଦାମନ ଯୋଡି ବିଜୟୀ 

masiha

ଆନ୍ତଃ ଉଚ୍ଚ ମାଧ୍ୟମିକ ମହିଳା କବାଡି ପ୍ରତିଯୋଗିତା ସୋମପାଟଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!