ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ମତଦାନ ଦିବସ ପାଳିତ

ନର୍ଲା- (ମସିହା) ସ୍ଥାନୀୟ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ସ୍କୁଲ ପରିସର ରେ ଜାତୀୟ ମତଦାନ ଦିବସ ଅଧ୍ୟକ୍ଷ ଶ୍ରୀ ରାମ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ନୂତନ ପିଢି ର ଯୁବକ ଯୁବତୀ ଯେଉଁମାନେ ଅଠର ବର୍ଷ ପୁରିଲା ପରେ ଭୋଟ ଦେବାପାଇଁ ଯୋଗ୍ୟତା ଅର୍ଜନ କରିବେ ସେମାନଙ୍କୁ ଏହାର ମହତ୍ତ୍ୱ ଉପରେ ଅବଗତ କରାଇବା ଥିଲା ଆଜିର ଦିବସ ର ମୂଳ ଲକ୍ଷ୍ୟ । ଆଜିର ଦିବସରେ ରାଜନୀତି ବିଜ୍ଞାନ ଅଧ୍ୟାପକ ସୁରେଶ ନାୟକ, ବୈଷୟିକ ଶିକ୍ଷା ବିଭାଗର ଶ୍ରୀ ସନ୍ତୋଷ ବୁଦ୍ଧିଆ, ଶ୍ରୀ ମୃତ୍ୟୁଞ୍ଜୟ ଦାସ ପ୍ରମୂଖ ଉପସ୍ଥିତ ରହି ଶପଥ ପାଠ କରାଇ ଥିଲେ ।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ର ବାର୍ଷିକ ଉତ୍ସବ ୧୦ ରେ, ଯୋଗ ଦେବେ ରାଜ୍ୟ ଯୋଜନା ମନ୍ତ୍ରୀ 

ପାଣି ସମସ୍ୟା ଓ ନୂତନ ଭାବେ ନିର୍ମିତ ହେଉଥିବା ପ୍ରକଳ୍ପ କୁ ଅନ୍ୟତ୍ର ସ୍ଥାନତର କୁ ବିରୋଧ କରିଛନ୍ତି ଶତାଧିକ ମହିଳା

Sunil Chandra Nayak

ବିଜେପି ପକ୍ଷରୁ ସିଂଲା ଡାକ୍ତରଖାନାରେ ସ୍ୱଚ୍ଛ ଭାରତ ମିଶନ କାଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!