ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସାରଙ୍ଗଧର ଷ୍ଟାଡିୟମ୍ ରେ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

କାମାକ୍ଷାନଗର(ମ ନି ସ)୦୧/୦୨// ସ୍ଥାନୀୟ ସାରଙ୍ଗଧର ଷ୍ଟାଡିୟମ ଠାରେ ଚାଲିଥିଵା ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାର ତୃତୀୟ ଦିବସରେ ଆଜି କ୍ରୀଡା ପ୍ରାରମ୍ଭିକ ସମୟରେ ରାଜ୍ୟ ଭଲିବଲ୍ ଆସୋସିଏସନ୍ ଯୁଗ୍ମ ସମ୍ପାଦକ ଓ ଢେଙ୍କାନାଳ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ଉପ-ସଭାପତି ଆଦିତ୍ୟ କୁମାର ଆଚାର୍ଯ୍ୟ ଙ୍କ ସହ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଶାରିରୀକ ନିରୀକ୍ଷକ ଜ୍ୟୋତିପ୍ରକାଶ ପରିଡା ପଡ଼ିଆ ପରିଦର୍ଶନ କରି ଖେଳାଳୀ ମାନଙ୍କୁ ଅଭିବାଦନ କରୁଛନ୍ତି ଏବଂ ଖେଳ ଦେଖିବା ସହ ଖେଳାଳୀ ମାନଙ୍କୁ ଉତ୍ସାହିତ କରୁଛନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଖଯୁର ପଡ଼ା ଭବାନୀପାଟଣା ରେ ୧୩ ତମ ଶିବ ଶକ୍ତି ଯୁବକ ସଂଘ କ୍ରିକେଟ ଖେଳ ପ୍ରତଯୋଗିତା ୨୦୨୬ ଅନୁଷ୍ଟିତ 

Sunil Chandra Nayak

ଜବାହର ନବୋଦୟ ବିଦ୍ୟାଳୟ ନର୍ଲା ଠାରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ 

Sunil Chandra Nayak

ନବରଙ୍ଗପୁର ଜିଲା ଫୁଟବଲ ଦଳର ସାହାଣୀ କପ ନିମନ୍ତେ କଟକ ଗସ୍ତ

Sunil Chandra Nayak

Leave a Comment

error: Content is protected !!