ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିତାବାଘ ଆକ୍ରମଣରେ ଯୁବକ ଗୁରୁତର

ନୁଆପଡା ଜିଲ୍ଲା ସିନାପାଲି ଥାନା ହିରାପୁର ଗାଁ ରେ ଚିତାବାଘ ଆକ୍ରମଣ ରେ ଜଣେ ଯୁବକ ଗୁରୁତର ଆହତ ଥିବା ଜଣାପଡିଛି । ଉକ୍ତ ଯୁବକ ଙ୍କ ନାମ ସେନାପତି ମାଝି । ସେନାପତିଙ୍କ ପ୍ରଥମେ ଗୁରୁତର ଅବସ୍ଥାରେ ସିନାପାଲି ଏବଂ ପରେ ଚିକିସ୍ସା ପାଇଁ ନୂଆପଡା ମୁଖ୍ୟ ଚିକିସ୍ସାଲୟ କୁ ଭର୍ତି କରାଯାଇଥିବା ଜଣାପଡିଛି । ମିଲିଥିବା ସୂଚନା ଅନୁସାରେ ସେନାପତି ଶୈାଚ ପାଇଁ ଯାଇଥିବା ସମୟ ରେ ଚିତାବାଘ ଆକ୍ରମଣ କରିଥିଲା । ପରେ ସେନାପତି ଙ୍କ ଚିତ୍କାର ଶୁଣିବା ପରେ ଗାଁ ଲୋକେ ପହଚିଂବା କ୍ଷଣି ବାଘଟି ଛାଡି ପଲାଇ ଯାଇଥିଲା । ତେବେ ବାଘ ଆକ୍ରମଣ ର ଶୀକାର ହେବା ପରେ ହୀରାପୁର ଗାଁ ଲୋକେ ଆତଜିଂତ ହୋଇପଡିଥିବା ବେଳେ ଖବର ପାଇଁ ଵନ ବିଭାଗ ଗାଁ ରେ ପହଚିଂଥିବା ଜଣାପଡିଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଖାଦ୍ୟ ଅନ୍ୱେଷଣ ରେ ଆସି ପରିତ୍ୟକ୍ତ କୂଅରେ ପଡିଲା ଭାଲୁ, ଅକ୍ଷତ ଅବସ୍ଥାରେ ଭାଲୁ ଉଦ୍ଧାର କଲେ ବନ କର୍ମଚାରୀ

ବେଦ ଉତ୍ତମ ଓ ସଦଗୁଣ ଜ୍ଞାନର ଭଣ୍ଡାର ଓ ବିଶ୍ଵର ପ୍ରତିଷ୍ଠା ପାଇଁ ମାର୍ଗଦର୍ଶକ- ଡ଼ଃ ସୁଦର୍ଶନ ଦେବ ଆଚାର୍ଯ୍ୟ   

masiha

ଅଞ୍ଚଳ ପାଇଁ ଗୌରବ ଆଣିଲେ ଶାଶ୍ୱତ ସୌମ୍ୟକାନ୍ତ

Sunil Chandra Nayak

Leave a Comment

error: Content is protected !!