ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୫ ଆବିର୍ଭାବ ଦିବସ

ନୂଆପଡା ,ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ ତମ ଆବିର୍ଭାବ ଦିବସ ତଥା ଖଡ଼ିଆଳ ସତସଙ୍ଗ କେନ୍ଦ୍ର ସାନଦୋହେଲ ଠାରେ ପଞ୍ଚମ ବାର୍ଷିକ ଉତ୍ସବ ରବିବାର ଦିନ ପାଳନ କରାଯାଇଅଛି । ଏହି ଅବସରରେ ଖଡ଼ିଆଳ କୁସେଳସ୍ୱର୍ ମନ୍ଦିର ଠାରୁ ସମଲେଶ୍ଵରୀ ମନ୍ଦିର ପର୍ଯ୍ୟନ୍ତ ଏକ ଭବ୍ୟ ରଥ ରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଫଟୋ ଚିତ୍ର ରଖି ସତ ଧିକ ଠାକୁରଙ୍କ ଅନୁଗାମୀ ଦୀକ୍ଷା ପ୍ରାପ୍ତ ଗୁରୁ ଭାଇ ଓ ଗୁରୁ ମା ମନେ କୀର୍ତ୍ତନ କରି ଖଡ଼ିଆଳ ସହର ପରିକ୍ରମା କରିଥିଲେ । ସତସଙ୍ଗ କେନ୍ଦ୍ରର ବାର୍ଷିକ ଉତ୍ସବରେ ନୂଆପଡ଼ା ସତସଙ୍ଗ ବିହାରର ଅଧକ୍ଷ ରିତକ ଦେବ, ବିଭୁଦତ୍ତ ଗୁରୁ ସଭାପତତ୍ବ କରିଥିଲ, ଗୁରୁଭାଇ ଅରୁଣ ପଣ୍ଡା ପ୍ରାରଭିକ ସୂଚନା ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ଭାବରେ ଧର୍ମଗଡର ରିତିକ ଦେବ, ରଜନୀ କାନ୍ତ ପଣ୍ଡା ଯୋଗଦେଇ ଅନୁକୂଳ ଚନ୍ଦ୍ରଙ୍କ ଜୀବନୀ ଓ ସେଲେଖି ଥିବ ବାଣୀ ଗୁଡ଼ିକ ଉପର ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ । ଶେଷର ଖଡ଼ିଆଳ ସତସଙ୍ଗ କେନ୍ଦ୍ରର ଅଧକ୍ଷ ଅଧୂର୍ଯ୍ୟ ଦେବ, ରାଜକିଶୋର ନାୟକ ଅଭିଭାଷଣ ରଖିଥିଲେ । ଏହି ଉସବରେ ଖଡ଼ିଆଳ ସତସଙ୍ଗ କେନ୍ଦ୍ରର ସମସ୍ତ ଗୁରୁ ଭାଇ ଓ ଗୁରୁ ମା ସହଯୋଗ କରିଥିଲେ । ଏଥିରେ ଏକ ହଜାର ଭକ୍ତ ଯୋଗ ଦେଇ ଆନନ୍ଦ ବଜାରର ଆୟୋଜନ ହୋଇଥିଲା ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବାଲିଗୁଡାରେ ମା’ ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ :ଏପ୍ରିଲ ୨୩ ରୁ ଯାତ୍ରା ଆରମ୍ଭ 

Sunil Chandra Nayak

ଆସନ୍ତା ୨୧ ତାରିଖ ରୁ ନର୍ଲା ରେ ୨୪ ପ୍ରହର ନମଯଜ୍ଞ

masiha

ମକର ସଂକ୍ରାନ୍ତି ପର୍ବ ପାଳନ

Sunil Chandra Nayak

Leave a Comment

error: Content is protected !!