ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

କଳାହାଣ୍ଡି, ତା୧୩.୦୨.୨୦୨୩ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ହାବସପୁର ପଞ୍ଚାୟତ କାର୍ଯ୍ୟାଳୟଠାରେ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଛି l ସରପଞ୍ଚ ବିକାଶ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଵିଡିଓ ଦୁଲାରାମ ମାରାଣ୍ଡି, ଵିଏସଏସଓ, ତୁଷାର ରଞ୍ଜନ ସାହୁ, ଜିପିଓ ରାଜେନ୍ଦ୍ର ଭୋଇ, weo ସୁଶାନ୍ତ କୁମାର ମାଝୀ, je Rwss ମିନିକେତନ ସା, ଗୁପ୍ତା ନାଏକ, ବ୍ଲକ ଅଧ୍ୟକ୍ଷା ସବିତା ମେହେର, ଜିଲ୍ଲା ପରିଷଦ ସଭ୍ୟା ଶାମୁକାରାଣୀ କୁମାର,ରାଜସ୍ୱ ନିରୀକ୍ଷକ ଗୋବିନ୍ଦ ପୁରୋହିତ, Li ରାମକୃଷ୍ଣ ବେମାଲ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ନେଇ ଆସୁଥିବା ହିତାଧିକାରୀ ଆବାସଗୃହ, ରାସନକାର୍ଡ, ଭତ୍ତା, ଜମି ମରାମତି ଭଳି ଅନ୍ୟାନ ଅଭିଯୋଗ ଶୁଣିବା ସହ ସମାଧାନ କରିବା ଦିଗରେ ପ୍ରୟାସ କରିବାକୁ ନେଇ ପ୍ରତିଶୃତି ଦେଇଥିଲେ l ଶିବିରରେ ପଞ୍ଚଯାତ କାର୍ଯ୍ୟନିର୍ବାହୀ ଅଧିକାରୀ ମୁକୁନ୍ଦ ଦୋରା, ଗ୍ରାମ ରୋଜଗାର ସେବକ ହରିନାରାୟଣ ମେହେର, ନାଏବ ସରପଞ୍ଚ ସମେତ ପଞ୍ଚାୟତ କର୍ମଚାରୀ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

ବରିଷ୍ଟ ସାମ୍ବାଦିକ ଦୁଷ୍ମନ୍ତ କୁମାର ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣାରେ ଜିଲ୍ଳା ସ୍ତରୀୟ ଆନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୈଧ ଚାଲାଣ ନିଷିଦ୍ଧ ଦିବସ,୨୦୨୬ ପାଳିତ 

Sunil Chandra Nayak

ନୂଆଗୁଡା ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ ଶେଷ ହେବ କେବେ, ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ

masiha

ରାଜପୁରରେ ଡୋକରି ଦେବୀ ଓ ବୁଢା ରଜା ଙ୍କ ଝାମୁଯାତ୍ରା ଓ ଦଶହରା ସହ କୁମାରୋତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!