ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଦେଉଳି ଠାରେ ରାତ୍ରି କାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ 

କଟକ : କଟକ ସଦର ୪୨ ମୌଜା ଦେଉଳି ଠାରେ ଏକ ରାତ୍ରି କାଳୀନ କ୍ରିକେଟ୍ୱା ନ ଡ୍ରପ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ଏଥିରେ ୪ଟି ଟିମ୍ ଭାଗ ନେଇଥିଲା । ଫ୍ରେଣ୍ଡସ ୭,ସେଭେନ୍ ଷ୍ଟାର,ସାଇନିଙ୍ଗ ଷ୍ଟାର,ଦ ବସ୍ ଅଂଶ ଗ୍ରହଣ କରି ଫାଇନାଲ ମ୍ୟାଚରେ ସାଇନିଙ୍ଗ ଷ୍ଟାରକୁ ହରେଇ ସେଭନ୍ ଷ୍ଟାର ଚମ୍ପିୟାନ ହୋଇଛି । ଚମ୍ପାୟନ୍ ଟିମ୍କୁ ୨୦୦୦ ସହିତ ଗିଫ୍ଟ,ରନସ୍ ଅପ୍ ଟିମ୍କୁ ୧୫୦୦ ସହିତ ଗିଫ୍ଟ ପଦାନ କରାଯାଇଛି । ଏହି ଖେଳ ଟିକୁ ଗାଁର ମୁରବି ଲୋକ ଉଦଘାଟନ କରିଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ମା ଠାକୁରାଣୀ  କ୍ରିକେଟ ଟୁର୍ନାମେଣ୍ଟ, ଡେଙ୍ଗପଦର ର ସେମିଫାଇନାଲ

Sunil Chandra Nayak

କାମାକ୍ଷାନଗର ମାଟିର ଝିଅ ବନ୍ଦନା ଙ୍କୁ ଜାଭଲିନ୍ ରେ ଜାତୀୟ ସ୍ତରରେ ମିଳିଲା ତୃତୀୟ ସ୍ଥାନ _ବ୍ରୋଞ୍ଚ ପଦକରେ ସମ୍ମାନିତ

Sunil Chandra Nayak

ଷଷ୍ଠ ଭବାନୀପାଟଣା ଟାଉନ୍ ଫୁଟବଲ ଲିଗ୍ ଟୁର୍ନାମେଣ୍ଟ ଉଦ୍ଘାଟିତ

Sunil Chandra Nayak

Leave a Comment

error: Content is protected !!