ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟର ନୂଆ ଜିଲ୍ଲା ଗଠନ ନେଇ ପୁଣି ବିଧାନସଭାରେ ଉଠିଲା ସ୍ବର ,ଧର୍ମଗଡ ନୂତନ ଜିଲ୍ଲା ହେବ ! 

ରାଜ୍ୟର ଜିଲ୍ଲା ତାଲିକାରେ ଯୋଡ଼ି ହେବ ୫ ନୂଆ ଜିଲ୍ଲା ! ବରଗଡ଼ର ପଦ୍ମପୁର,ମୟୂରଭଞ୍ଜର ରାଇରଙ୍ଗପୁର, କଳାହାଣ୍ଡିର ଧର୍ମଗଡ, ବଲାଙ୍ଗୀରର କଣ୍ଟାବାଞ୍ଜି, ଟିଟିଲାଗଡ ହୋଇପାରେ ନୂଆ ଜିଲ୍ଲା । ବିଧାନସଭାରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଉତ୍ତର ଜିଲ୍ଲା ସମ୍ଭାବନାକୁ ବଢ଼ାଇଛି ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ଲିଖିତ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ନୂଆ ରାଜସ୍ବ ଜିଲ୍ଲା ଗଠନ ପାଇଁ ବିଭିନ୍ନ ସମୟରେ ପତ୍ର ଗୁଡ଼ିକ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରାପ୍ତ ହୋଇଛି । ସମସ୍ତ ମାନ ଦଣ୍ଡକୁ ବିଚାରକୁ ନେଇ ନୀତିନିୟମ ଆଧାରରେ ଉପଯୁକ୍ତ ସମୟରେ ନୂତନ ଜିଲ୍ଲା ଗଠନ ପାଇଁ ଆସିଥିବା ଦାବି ଗୁଡ଼ିକ ଉପରେ ସରକାର ପଦକ୍ଷେପ ଗ୍ରହଣ କରିବେ।

ବରଗଡ଼ର ପଦ୍ମପୁର, କଳାହାଣ୍ଡିର ଧର୍ମଗଡ, ବଲାଙ୍ଗୀରର କଣ୍ଟାବାଞ୍ଜି, ଟିଟିଲାଗଡକୁ ନୂଆ ଜିଲ୍ଲା ଘୋଷଣା ପାଇଁ ବିଭାଗର ପ୍ରାପ୍ତ ହୋଇଛି। ସେହିପରି ବିଧାୟକ ନବ ଚରଣ ମାଝୀଙ୍କ ଅନ୍ୟ ଏକ ପ୍ରଶ୍ନର ରାଇରଙ୍ଗପୁର ନୂଆ ଜିଲ୍ଲା ଗଠନ ପାଇଁ ଦାବି ବିଭାଗ ପାଖରେ ଥିବା କହିଛନ୍ତି ମନ୍ତ୍ରୀ ।

ପଦ୍ମପୁର ଉପନିର୍ବାଚନ ଜିତିବା ପରେ ଗତ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲା ପଦ୍ମପୁର ଗସ୍ତରେ ଯାଇ ସ୍ବତନ୍ତ୍ର ଜିଲ୍ଲା ଘୋଷଣା ପାଇଁ ଦେଇଥିବା ପୂର୍ବ ପ୍ରତିଶ୍ରୁତି ଦୋହରାଇଥିଲେ। ବର୍ଷେ ମଧ୍ୟରେ ନୂଆ ପଦ୍ମପୁର ଜିଲ୍ଲା ରୂପ ନେବ ବୋଲି କହିଥିଲେ। ୩୦ ବର୍ଷ ପୂର୍ବେ ୧୯୯୩ ମସିହାରେ ବିଜୁ ପଟ୍ଟନାୟକଙ୍କ ଅମଳରେ ଓଡ଼ିଶାର ୧୩ ଜିଲ୍ଲା ୩୦କୁ ବୃଦ୍ଧି ପାଇଥିଲା। ସେତିକିବେଳେ ଆଉ କିଛି ନୂଆ ଜିଲ୍ଲାର ଦାବି ଉଠିଥିଲେ ବି ବିଭିନ୍ନ କାରଣରୁ ହୋଇପାରି ନଥିଲା। ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର ଭଳି ୩ଟି ବଡ଼ ଜିଲ୍ଲା ଆଦୌ ଭାଗ ନହୋଇ ରହି ଯାଇଥିଲା। ଭାଗ ହୋଇଥିବା ଜିଲ୍ଲା ଗୁଡ଼ିକରେ ବି କିଛିକିଛି ବଡ଼ ଅଞ୍ଚଳ ରହିଥିଲା ଯାହା ସ୍ବତନ୍ତ୍ର ଜିଲ୍ଲା ହେବାର ଅପେକ୍ଷା ରଖୁଥିଲା । ତେବେ ଦୀର୍ଘ ୩୦ ବର୍ଷ ପରେ ନବୀନ ପଟ୍ଟନାୟକଙ୍କ ଅମଳରେ‌ ପୁଣିଥରେ ଏହି ଜିଲ୍ଲା ପୁନର୍ଗଠନ ଚର୍ଚ୍ଚା ରାଜ୍ୟର ବିଭିନ୍ନ ଆଶାୟୀ ଅଞ୍ଚଳବାସୀଙ୍କୁ ଉତ୍ସାହିତ କରିଛି ।

ସୂଚନାଯୋଗ୍ୟ ଯେ,ପ୍ରାୟ ଦୁଇ ଦଶନ୍ଧି ରୁ ଉର୍ଦ୍ଧ୍ବ ସମୟ ଧରି ଧର୍ମଗଡ ଉପଖଣ୍ଡ କୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ଦାବୀ ହୋଇ ଆସୁଛି । ଧର୍ମଗଡ ଉପଖଣ୍ଡ ର ଭୌଗଳିକ ସ୍ଥିତି , ଜନସଂଖ୍ୟା ଏଵଂ ଜିଲ୍ଲା ଗଠନ ପାଇଁ ଆବଶ୍ୟକ ଭିତ୍ତି ଭୂମିକୁ ଦେଖିଲେ ଏହା ନବ ଗଠିତ ନୂଆପଡା ଜିଲ୍ଳା, ଦେବଗଡ ଜିଲ୍ଲା, ବୌଦ୍ଧ ଜିଲ୍ଳା,ଝାରସୁଗୁଡ଼ା ଜିଲ୍ଲା ଠାରୁ ଅଧିକା । ଧର୍ମଗଡ, କୋକସରା, ଗୋଲାମୁଣ୍ଡା, କଲମପୁର, ଜୟପାଟଣା ଓ ଜୁନାଗଡ ବ୍ଲକ ର ମୋଟ ୧୪୧ ଟି ଗ୍ରାମ ପଞ୍ଚାୟତ କୁ ନେଇ ଗଠିତ ଏହି ଉପଖଣ୍ଡ ର ମୋଟ ଜନସଂଖ୍ୟା ହେଉଛି ୭ଲକ୍ଷ ୭୨ ହଜାର ୨୭୭ ଏଥି ମଧ୍ୟରୁ ୩,୮୨,୭୬୮ ପୁରୁଷ ଓ ୩,୮୯,୫୦୯ ମହିଳା ଅଟନ୍ତି । ଜନସଂଖ୍ୟା କୁ ହିସାବ କଲେ ଦେବଗଡ ଜିଲ୍ଲା ର ଜନସଂଖ୍ୟା ୩,୧୨,୫୨୦ ର ଏହା ଦୁଇ ଗୁଣ ରୁ ଅଧିକ।ପୁନଶ୍ଚ ଏହା ଛତିଶଗଡ଼ ସୀମା କୁ ଲାଗି ରହିଥିବା ବେଳେ ପ୍ରଶାସନ କୁ ଲୋକଙ୍କ ନିକଟତର କରିବା ପାଇଁ ଧର୍ମଗଡ ଉପଖଣ୍ଡ କୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ନିହାତି ଆବଶ୍ୟକ ରହିଛି ତେବେ ଦୀର୍ଘ ୩୦ ବର୍ଷ ପରେ ନବୀନ ପଟ୍ଟନାୟକଙ୍କ ଅମଳରେ‌ ପୁଣିଥରେ ଏହି ଜିଲ୍ଲା ପୁନର୍ଗଠନ ବିଷୟ ବିଧାନସଭାରେ ଚର୍ଚ୍ଚା ପରିପ୍ରେକ୍ଷିରେ ଧର୍ମଗଡ ଉପଖଣ୍ଡ ଖୁବ୍ ଶିଘ୍ର ଜିଲ୍ଲା ମାନ୍ୟତା ପାଇବ ତାହା ଅଞ୍ଚଳବାସୀଙ୍କୁ ଉତ୍ସାହିତ କରିଛି। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଉତ୍କଳ ଦିବସ ଶିଶୁ ଉତ୍ସବ ପାଳିତ

Sunil Chandra Nayak

ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଯାପିତ 

Sunil Chandra Nayak

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଅଗ୍ନିଶମ ବିଭାଗର ମକଡ୍ରିଲ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort