ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସୁଆଣ୍ଡୋ ଗସ୍ତ

ତା ୨୩/୦୨/୨୦୨୩ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଆଣ୍ଡୋ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରିଥିଲେ ! ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ବକ୍ତବ୍ୟ ରେ କହିଛନ୍ତି ଯେ ଉତ୍କଳମଣିଙ୍କ ଜନ୍ମମାଟି ସୁଆଣ୍ଡୋକୁ ମୋର ପ୍ରଣାମ। ଗୋପବନ୍ଧୁଙ୍କ ପବିତ୍ର ଭୂମିକୁ ଆସି ମୁଁ ନିଜକୁ ଧନ୍ୟ ମନେ କରୁଛି। ଏହି ମହାପୁରୁଷଙ୍କ ଜନ୍ମମାଟିର ବିକାଶ #5T ଉପକ୍ରମରେ ଅତି ସୁନ୍ଦର ଭାବେ କରାଯାଇଥିବାରୁ ମୁଁ ବହୁତ ଖୁସି। ଏଥିରେ ଗୋପବନ୍ଧୁଙ୍କ ବିରାଟ ପ୍ରତିମୂର୍ତ୍ତି, ଷଠିଘର ଓ ସଂଗ୍ରହାଳୟ ପରି ବିଭିନ୍ନ ପଦକ୍ଷେପ ନିଆଯାଇଛି। ଗୋପବନ୍ଧୁଙ୍କ ସ୍ମୃତି ରକ୍ଷା ପାଇଁ ଯାହା କଲେ ବି କମ୍‌ ହେବ। ଓଡ଼ିଆ ଜାତି ସବୁବେଳେ ତାଙ୍କ ନିକଟରେ ଋଣୀ। ଓଡ଼ିଶାର ଶିକ୍ଷା, ସାହିତ୍ୟ ସଂସ୍କୃତି, ରାଜନୀତି, ସେବା ଓ ମାନବିକତାର ସେ ନୂଆ କୀର୍ତ୍ତି ସ୍ଥାପନ କରିଯାଇଛନ୍ତି। ଗୋପବନ୍ଧୁଙ୍କ ‘ଭାର୍ଗବୀ ସଂକଳ୍ପ’କୁ ଜୀବନର ବ୍ରତ କରି ଏକ ନୂଆ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତେ ଆଗେଇ ଆସନ୍ତୁ।

ରିପୋଟର ଧର୍ମେନ୍ଦ୍ର କୁମାର ପରିଡ଼ା

Related posts

ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

masiha

ମଧୁବାବୁ ପେନସନ୍ ଯୋଜନାରେ ଅତିରିକ୍ତ ୪.୧୩ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଘୋଷଣା

Sunil Chandra Nayak

ଗିନିସ୍‌ ବୁକ୍‌ ଅଫ୍‌ ରେକର୍ଡ୍ସରେ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ !

Sunil Chandra Nayak

Leave a Comment

error: Content is protected !!