ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗନ୍ନାଥ ମନ୍ଧିର ପୂଜକ ଧବଲେଶ୍ବର ପୁରୋହିତ ଆଉ ନାହାନ୍ତି

ଉତ୍କେଲା,୨୮/୦୨,ନିପ୍ର:କେସିଙ୍ଗା ବ୍ଲକ ଉତ୍କେଲା ର ଜଗନ୍ନାଥ ମନ୍ଧିର ପୂଜକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧବଲେଶ୍ବର ପୁରୋହିତ ଙ୍କ ମଙ୍ଗଳବାର ରାତ୍ର ୮ ଟା ୩୦ ମିନିଟ ସମୟରେ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସେ ଜଣେ ମେଳାପି ଅନେକ ଅନୁଷ୍ଠାନ ମାନଙ୍କରେ ସକ୍ରିୟ ସଭ୍ୟ ପଦବୀରେ ରହିଥିଲେ, କିଛି ଦିନ ତଲେ ନିଜ ଘରେ ପୂଜା କରୁଥିବା ସମୟରେ ପିନ୍ଧିଥିବା ଧୋତି ରେ ଦୀପ ଲାଗି ଦେହ ସାରା ପୋଡି ଯାଇଥିଲା । ଗତ ୩୦ ଅକ୍ଟୋଭର ୨୦୨୨ ରେ ତାଙ୍କରି ସ୍ତ୍ରୀ ଶିକ୍ଷୟିତ୍ରୀ ମମତା ପଣ୍ଡାଙ୍କ ହୃଦଘାତ ରେ ବିୟୋଗ ଘଟିଥିଲା। ଦୁହେଁ ଙ୍କ ଏକମାତ୍ର ଝୀଅ ବର୍ତମାନ ନବୋଦୟ ବିଦ୍ୟାଳୟ ନର୍ଲାରେ ପଢୁଛନ୍ତି। ତାଙ୍କରି ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅମର ଆତ୍ମା ର ସଦଗତି ନିମନ୍ତେ ଜଗନ୍ନାଥ ମନ୍ଧିର କମିଟିର ସଂପାଦକ ଟଙ୍କଧର ନାଏକ,ରୁପଚାନ୍ଧ ଜୈନ,ଉତ୍କେଲା ବିକାଶ ମଞ୍ଚ ର ସମସ୍ତ ସଦସ୍ୟ,ସମତି ସଭ୍ୟ ତ୍ରିନାଥ ମାଝି,ସରପଞ୍ଚ ନରେନ୍ଧ୍ର ମାଝି ,ବିଦ୍ୟାଧର ପାଇକରାଏ,ଶିବପ୍ରସାଦ ସାହୁ,ମର୍ଦରାଜ ସାହୁ,ସାମ୍ବାଦିକ ଅର୍ଜୁନ ପୋଢ ଶୋକବ୍ୟକ୍ତ କରିଛନ୍ତି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଗାଙ୍ଗପୁର ଥାନାରେ ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ: ଥାନା ଏବଂ ହାଜତ ବୁଲି ଦେଖିଲେ ଛାତ୍ରୀ

ଜିଲ୍ଲା ସ୍ତରୀୟ ଯୁବରେଡକ୍ରସ ଶିବିର ଉଦଯାପିତ 

Sunil Chandra Nayak

ଓଡିଶା ସରକାରଙ୍କ ଷ୍ଟାଡିଂ କମିଟି-VIIIଙ୍କ ରାୟଗଡ ଜିଲ୍ଲା ଗସ୍ତ l “ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ପରିଦର୍ଶନ ଓ ସମୀକ୍ଷା” 

masiha

Leave a Comment

error: Content is protected !!