ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହରାଞ୍ଚଳରେ କାମ କରୁଥିବା ୩୧ ମିଶନ ଶକ୍ତି ଗୋଷ୍ଠୀ ସହଭାଗୀମାନଙ୍କୁ ଆଜି ସାଇକେଲ ବଣ୍ଟନ

କାମାକ୍ଷାନଗର (ମନିସ )3/3/23 //ଓଡ଼ିଶାର ସମସ୍ତ ସହରାଞ୍ଚଳରେ ମିଶନ ଶକ୍ତି ଗୋଷ୍ଠୀ ସହଭାଗୀ ମାନଙ୍କୁ ସାଇକେଲ ଵଣ୍ଟନ ପ୍ରକ୍ରିୟା ଚାଲିଥିଲାଵେଳେ ଆଜି ଦିବା ୧ ଘଟିକା ସମୟରେ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣ ଠାରେ ନଗରପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ପରିଡା,ଉପ-ନଗରପାଳ ଶ୍ରୀମତୀ ସକୁନ୍ତଳା ସେଠୀ,ପ ସମସ୍ତ କାଉନସିଲର ବୃନ୍ଦ ଏବଂ ନାର୍ଵାହୀ ଅଧିକାରୀ ଶ୍ରୀଯୁକ୍ତ ଯତିନ୍ଦ୍ର ଦାସ ଙ୍କ ସଦୟ ଉପସ୍ଥିତରେ ବିଦ୍ଧଵଦ୍ଧ ଭାବରେ ସାଇକେଲ ବଣ୍ଟନ ପ୍ରକ୍ରିୟାକୁ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରାଵାସହିତ ସହରର ମିଶନ ଶକ୍ତି ଗୋଷ୍ଠୀ ସହଭାଗୀ ମାନଙ୍କୁ ୩୧ ଟି ସାଇକେଲ ବଣ୍ଟନ କରିଛନ୍ତି ।

କାମାକ୍ଷାନଗର ସହରରେ ମିଶନ ଶକ୍ତି ଆହାର,କଠିନ ବର୍ଜ୍ୟବସ୍ତୁ ପରିଚାଳନା, ପରିମଳ,ଜଳସାଥି, ସ୍ବଚ୍ଛସାଥି ଆଦି ଅନେକ କାମ ମଧ୍ୟ କରୁଛନ୍ତି। ମା’ମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମିଶନ ଶକ୍ତି ଗୋଷ୍ଠୀ ସହଭାଗୀ ମାନଙ୍କୁ ସାଇକେଲ ପ୍ରଦାନ କରିଵା କେବଳ ସହର ନୁହେଁ ସମସ୍ତ ସହରାଞ୍ଚଳ ପାଇଁ ମଧ୍ୟ ଉପଲବ୍ଧି ।

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନିଆଁ ଲାଗି ଧାନଗଦା ନଷ୍ଟ

Sunil Chandra Nayak

ବଲାଙ୍ଗୀର ପୁଲିସକୁ ୪ ସାହସିକତା ପଦକ 

masiha

କଙ୍କଡ଼ାହାଡ଼ ସମ୍ମନିତ ଶିଶୁବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ଚାଲିଛି ରାଧେ ରାଧେ ତମର ଅଧେକୁ ମୋର ଅଧେ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort