ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ

ଗୋଳାମୁଣ୍ଡା ତା ୩/୩/ମସିହା/ଗୋଳାମୁଣ୍ଡା ବ୍ଲକଅଞ୍ଚଳରେ ବାରମ୍ବାର ସଡକ ଦୁର୍ଘଟଣା ଘଟୁଥିବା ଚର୍ଚ୍ଚାର ବିଷୟ ପାଲଟିଛି,ଏଭଳି ଘଟଣା ସମ୍ପର୍କରେ ସୂଚନା ମିଳିଛି ଯେ, ଗତକାଲି ରାତିରେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ଚହକା ଛକ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସିଙ୍ଗଭାଡ଼ି ଗ୍ରାମର ବୈଜଳ ଶବର(୩୦) ପି ଅମର ଶବର ବୋଲି ଜଣାପଡିଛି । ସ୍ଥାନୀୟ ଲୋକଙ୍କ କହିବାନୁଯାଇ ଗରଗାଵ ରୁ ନିଜ ଘରକୁ ଗତକାଲି ରାତ୍ରିରେ ଆସୁଥିବା ବେଳେ ଏପରି ଘଟଣା ଘଟିଛି ବୋଲି କୁହାଯାଉଛି । ସ୍ଥାନୀୟ ଲୋକେ କେଗାଁ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ କେଗାଁ ପୋଲିସ ଏସ ଆଇ ମେଘରାୟେ ହାସଦା ପହଞ୍ଚି ଶବଟିକୁ ଜବତ କରି ତଦନ୍ତ ପକ୍ରିୟା ଜାରି ରଖିଛି । କେଗାଁ ପୋଲିସ ପଞ୍ଚନାମା କରି ୨୭୯/୩୦୪ (କ)ରେ କେଶରୁଜୁ କରି ଶବଟିକୁ ଶବବ୍ୟବଛେଦ ପାଇଁ ଧର୍ମଗଡ଼ ଉପ ଖଣ୍ଡ ଚିକିତ୍ସାଲୟକୁ ପଠାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଲକ୍ଷ୍ମୀପୁର ଓ ନାରାୟଣପାଟଣା ବ୍ଲକର ଉଜ୍ଜଳା ଗ୍ୟାସ ଏଜେନ୍ସିରେ ପଞ୍ଜୀକୃତ ବନ୍ଧୁଗାଁ ବ୍ଲକର ପ୍ରାୟ ୫୦୦୦ ଉଜ୍ଜଳା ଗ୍ୟାସ ଉପଭୋକ୍ତା ହରଡଘଣା ଭିତରେ, ମାସିକ ୪୦୦ ଟଙ୍କା ସିଲିଣ୍ଡର ପିଛା ରିହାତି ପାଇବାରୁ ବଞ୍ଚିତ ଉପଭୋକ୍ତା

masiha

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ନୂଆ’ଓ’ କାର୍ଯ୍ୟକ୍ରମ ଉଦଯାପିତ

masiha

ସାରସକଣା ଡାକ୍ତରଡାକ୍ତରଖାନା ପରିସରରେ ଅଗ୍ନିକାଣ୍ଡ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort