ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ କାମୁଡାରେ ଯୁବକ ମୃତ୍ୟୁ ସନ୍ଦେହ

କାମାକ୍ଷାନଗର(ମନିସ )7/3/23 // ସାପ କାମୁଡାରେ ଯୁବକର ମୃତ୍ୟୁ ସନ୍ଦେହ। ମୃତକ ହେଲେ କଙ୍କଡାହାଡ ଥାନା ପଳାଶଡାଙ୍ଗି ଗ୍ରାମ ଡଙ୍କାଡିହ ସାହିର ଚଗୀଲୁ ଦେହୁରୀ। ସୂଚନା ଥାଉକି ଆଜି ସକାଳେ ଚଗୁଲୁ ଗ୍ରାମ ନିକଟ ପୋଖରିକୁ ଶୌଚପାଇଁ ଯାଇଥିଲେ। ବଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ପୋଖରି ନିକଟରେ ପଡିଥିବାର ଦେଖିଥିଲେ। ପରିବାର ଲୋକେ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତିକରିଥିଲେ। ଡାକ୍ତର ତାଙ୍କୁ ଏଠି ମୃତ ଘୋଷଣା କରିଛନ୍ତି। ଯୁବକଙ୍କ ଡାହାଣ ପାଦରେ ସାପକାମୁଡା ଦାଗ ଥିବାରୁ ଏହା ସାପକାମୁଡାରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ ମେଡିକାଲରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଯାରିରଖିଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କାନ୍ଥ ଛାତରୁ ପାଣି ଝରୁ ଥିବାରୁ ଛାତ୍ରଛାତ୍ରୀମାନେ ବାହାରେ ପଢୁଥିବା ପ୍ରସଙ୍ଗ: ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କଲେ ସମସ୍ୟାର ସମାଧାନ ହେବ ଜିଲ୍ଲା ଶିକ୍ଷା ଅଧିକାରୀ

Sunil Chandra Nayak

ବରlତି ଯାଇ ଫେରୁଥିବା ବେଳେ କାର ଦୁର୍ଘଟଣା,୧ ମୃତ ୩ ଗୁରୁତର 

masiha

ଶିବ ଧ୍ୱନିରେ ପ୍ରକମ୍ପିତ ହେଲା ଶୈବପୀଠ, ଭାବ ଓ ଭକ୍ତିମୟ ପରିବେଶରେ ଜାଗର ଯାତ୍ରା ଅନୁଷ୍ଠିତ

masiha

Leave a Comment

error: Content is protected !!