ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ସେନା ଅଗ୍ନିପଥ ଯୋଜନା ରେ ନିଯୁକ୍ତି ନିମନ୍ତେ ପଞ୍ଜିକରଣ ର ଆବେଦନ ତାରିଖ ବୃଦ୍ଧି କରାଗଲା 

ଭାରତୀୟ ସେନା ଅଗ୍ନିବୀର ନିଯୁକ୍ତି ଯୋଜନା ର ପଞ୍ଜିକରଣ ଯାହା କି ଫେବୃଆରୀ ୧୬ ତାରିଖ ଠାରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଖୋଲା ଥିଲା ତାହା ଏବେ ୨୦.୦୩.୨୦୨୩ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି . ସମସ୍ତ ଯୋଗ୍ୟ ପ୍ରାଥୀ/ପ୍ରାଥୀନି ମାନଙ୍କୁ ଅନୁରୋଧ ଯେ ସେମାନେ ନିଜର ନାମ www.joinindianarmy.nic.in ରେ କମନ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ଆବେଦନ କରନ୍ତୁ. ଅନଲାଇନ କମନ ଏଣ୍ଟ୍ରାନ୍ସ ପରୀକ୍ଷା ଏପ୍ରିଲ ୧୭ ରୁ ମଇ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ. ଏହି ଅନଲାଇନ କମନ ଏଣ୍ଟ୍ରାନ୍ସ ପରୀକ୍ଷା ଅଭ୍ୟାସ କରିବା ନିମନ୍ତେ www.joinindianarmy.nic.in ୱେବ୍ସାଇଟ କୁ ପରିଦର୍ଶନ କରନ୍ତୁ. ଅଧିକ ଜାଣିବା ପାଇଁ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ଭବାନୀପାଟଣା ରେ ଯୋଗାଯୋଗ କରନ୍ତୁ ।

ମସିହା ନିଉଜ ସର୍ଭିସ୍ 

Related posts

ମୁଷାନାଳରେ ବିଏସଏନଏଲ୍ ଟାୱାର ଅଚଳ କର୍ମଚାରୀଙ୍କୁ ଅଟକ ରଖିଲେ ଉତ୍ୟକ୍ତ ଲୋକେ

masiha

ଜେନ ଜେଡ ଙ୍କ ଦ୍ଵାରା ମହମ୍ମଦ ରଫି ସଙ୍ଗୀତ

Sunil Chandra Nayak

ଦୁର୍ଗା ଶଙ୍କର କର ଙ୍କ ପରଲୋକ 

masiha

Leave a Comment

error: Content is protected !!