ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କାର ସହ ଗଞ୍ଜେଇ ଜବତ 5 ଗିରଫ 

  ପାପଡାହାଣ୍ଡି ,16/3, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଥାନା ପୋଲିସ ଗାଡି ଯାଞ୍ଚ କରୁଥିବା ସମୟରେ ଦୁଇଟି କାର ସହ ଗଞ୍ଜେଇ ଜବତ କରିଥିବା ସହ 5ଜଣଂକୁ ଗିରଫ କରି କୋର୍ଟ ଚାଲାଣ କରିଛି l ସୂଚନା ଅନୁସାରେ, ବୁଧବାର ଦିନ ପୋଲିସ ଡାବୁଗାଁ ଛକ ଓ ଥାନା ସମ୍ମୁଖରେ ଯାନ ବାହାନ ଯାଞ୍ଚ କରୁଥିବା ସମୟରେ ଦୁଇଟି କାର ତୀବ୍ର ଗତି ରେ ଯାଉଥିବା ନେଇ ସନ୍ଦେହ କରି ଗାଡିକୁ ଅଟକାଇଥିଲେ l ଗ୍ରାଫଇଟ ରଙ୍ଗ ର ଵାଲେନ (BR 06 CJ 9441)ଏସକଟ ଦେଉଥିବା ବେଳେ ଧଳା ରଙ୍ଗ ର ALTO K10(OD 02AD 8424)ଗାଡି କୁ ଡାବୁଗାଁ ଛକ ନିକଟରେ ଯାଞ୍ଚ କରିଥିଲା l ଵାଲେନ କାର କୁ ପୋଲିସ ଅଟକ ରଖିବାରେ ସଫଳ ହୋଇଥିବା ବେଳେ ALTO Ki10କାର ରେ ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହ ରେ ପୋଲିସ ଅଟକ ରଖିଥିଲା l କିନ୍ତୁ ପୋଲିସ କୁ ଚକମା ଦେଇ ସେଠାରୁ ଫେରାର ହୋଇଯାଇଥିଲା l ମୈଦଲପୁର ପୋଲିସ ଉକ୍ତ କାର କୁ ପିଛା କରି କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଡୁମେର ବାହାଲ ନିକଟରେ ଥିବା ଶିବ ମନ୍ଦିର ନିକଟ ରେ ଆମପାଣି ପୋଲିସ ସହାୟତା ରେ ଧରିଥିଲା l ଉଭୟ ଗାଡ଼ିରେ ଥିବା ବିହାର ଜିଲ୍ଲା ର ଵିଶାଲ ପାଲ(37), ଅତୁଲ ରାଜ (37), ମହେଶ ଛବେ (32), ସନୁ କୁମାର (25)ଓ ରାକେଶ କୁମାର ସାହା (28) ଗିରଫ କରି କେଶ ନଂ40/23 ରେ ମାମଲା ରଜୁ କରି ଗୁରୁବାର କୋର୍ଟ ଚାଲାଣ କରିଛି lତହସିଲଦାର ଯୋଗେଶ୍ୱର ଭୋଇଙ୍କ ଉପସ୍ଥିତ ରେ ଜବତ ଗଞ୍ଜେଇର ପରିଣାମ 81Kg ବାହାରିଥିଲା l ଥାନା ଅଧିକାରୀ ନଟବର ନନ୍ଦ ଙ୍କ ସୂଚନା ପ୍ରକାରେ, ବିହାର ଅଂଚଳ ର ଯୁବକ ମାନେ 11ତାରିଖ କୋରାପୁଟ ଯାଇ ଜଗନ୍ନାଥ ମନ୍ଦିର ଦର୍ଶନ କରି ହୋଟେଲ ରେ ରହିଥିଲେ l ସେଠାରୁ କିଛି ଲୋକ ଆସି ଗାଡି କୁ ନେଇ ନମ୍ବର ପ୍ଲେଟ ବଦଳାଇ ଗଞ୍ଜେଇ ଭର୍ତ୍ତି କରିଥିଲେ l କୋରାପୁଟ ରୁ ବାହାରି ବିହାର ନେବା ବେଳେ ମୈଦଲପୁର ପୋଲିସ ହାତରେ ଧରା ପଡ଼ିଥିଲେ l ଓଜନ ବେଳେ ପାପଡାହାଣ୍ଡି SDPO ଆଦିତ୍ୟ ସେନ,ଥାନା ଅଧିକାରୀ ନଟବର ନନ୍ଦ, SI ବିପୁଲ କୁଲଦୀପ, ASI ଡି. ଦେବି କୁମାର, ପ୍ରବୀଣ ପାଞ୍ଜିଆ, କୁଶ ମାଝୀ, ଭାସ୍କର ରାଓ ଗଣେଶ ମାଝୀ, ଅନୁସୂୟା ସଗରିଆ ପ୍ରମୁଖ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିପୁଳ ପରିମାଣର ସାର ଜବତ

masiha

ଜାମଦା ଥାନା ! ଭିନ୍ନକ୍ଷମ ଯୁବତୀ ଦୁଷ୍କର୍ମ ମାମଲାରେ ୨ କୋର୍ଟ ଚାଲାଣ 

masiha

ବନବିଭାଗ ପକ୍ଷରୁ ଅଚାନକ ଚଢ଼ାଉ ୭ ଜଣ ଜନ୍ତୁ ଶିକାରୀ ଗିରଫ, ୨ଟି ବନ୍ଧୁକ ଗୋଟିଏ ହରିଣ ସିଂଘ,ଫାଶ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort