ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଜଗନ୍ନାଥ ମାର୍କେଟରେ ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ଏସ କେ ଷ୍ଟିଲ ଫର୍ଣିଚର ସୋ ରୁମ୍ ଉଦଘାଟିତ

 ମୟୂରଭଞ୍ଜ ୧୭/୩/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ଦିତୀୟ ସର୍ବବୃହତ୍ତମ ସହର ହେଉଛି ରାଇରଙ୍ଗପୁର ।ଦିନକୁ ଦିନ ଜନସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି । ରାଇରଙ୍ଗପୁର ସହରକୁ ପଡୋଶୀ ଝାଡଖଣ୍ଡ ରାଜ୍ୟର ଯାମସେଦପୁର ସହର,କେନ୍ଦୁଝର ଜିଲ୍ଲର କେନ୍ଦୁଝର,ବାରିପଦା ସହର ଲାଗି ରହିଛି । ସହରରେ ଗୃହ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗୃହ ମାଲିକମାନେ ତାଙ୍କର ଘରୋଇ ଆସବାବପତ୍ର ପାଇଁ ପଡୋଶୀ ବାରିପଦା,କେନ୍ଦୁଝର ଏବଂ ଯାମସେଦପୁର ଉପରୃ ନିର୍ଭର କରୁଛନ୍ତି ।ଲୋକେ ମାନେ ଅଯଥା ଆର୍ଥିକ ଶୋଷଣର ଶିକାର ହେଉଛନ୍ତି । ସାଧାରଣ ଜନତାଙ୍କ ଆବଶ୍ୟକତାକୁ ଦେଖି ରାଇରଙ୍ଗପୁର ସହରର ଜଗନ୍ନାଥ ମାର୍କେଟରେ ବିଶିଷ୍ଟ ଫର୍ଣିଚର ଯୁବ ବ୍ୟବସାୟୀ ଦୁଇଭାଇ ସେକ୍ ସମିମ୍ ଏବଂ ସେକ୍ ସଦାମ୍ ମିଳିତ ପ୍ରୟାସରେ ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ଏସ କେ ଷ୍ଟିଲ ଫର୍ଣିଚର ସୋରୁମ ଆଜି ଉଦ୍ଘାଟନ କରିଛନ୍ତି । ଗୃହର ଏଲିଇଡି ଟିଭି,ଫ୍ରିଜ,କୁଲର,ଚେୟାର, ଟେବୁଲ୍,ପଲଙ୍କ,ପ୍ରସାର କୁକୁର,ଓଜନ ମେସିନ ,ଓଭେନ ଏବଂ ଅନ୍ୟ ସାମଗ୍ରୀ ପ୍ରମୁଖ ଉପଲବ୍ଧ ଅଛି ।ଦୋକାନୀ ମାଲିକ ସେକ ସୁଦାମ କହିଛନ୍ତି ଜନସାଧାରଣଙ୍କୁ ତାଙ୍କର ଚାହିଦା ଅନୁସାରେ ସୁଲଭ ମୁଲ୍ଯରେଓ ଉଚିତ ଗୁଣବତ୍ତା ଉପରେ ପ୍ରାଥମିକ ଗୁରୁତ୍ବ ଦେବେ ।ସମସ୍ତେ ଥରେ ଏହି ମୋ ରୁମକୁ ପରିଦର୍ଶନରେ ଆସିବା ପାଇଁ ଅନୁରୋଧ କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜୁନାଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

masiha

ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନରେ ସ୍ୱାସ୍ଥ୍ୟ ଶିବିର ଓ ରକ୍ତ ଦାନ ଶିବିର ଅନୁଷ୍ଠିତ

Sunil Chandra Nayak

କାର ଦୁର୍ଘଟଣାରେ ୨ ମୃତ ୩ ଗୁରୁତର

Sunil Chandra Nayak

Leave a Comment

error: Content is protected !!