ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସବୁ ସମସ୍ୟା କୁ ମିଳିତ ଭାବେ ସମ୍ମୁଖୀନ କରିବ ଓବିସି, ଏସ୍ ଟି, ଏସ୍ ସି ଓ ସଂଖ୍ୟାଲଘୁ ମିଳିତ ମହାସଂଘ

ଭବାନୀପାଟଣା ଆମ୍ବେଦକର ଭବନ ଠାରେ କଳାହାଣ୍ଡି ଓବିସି ଏସ୍ ସି ଏସ୍ ସି ଓ ସଂଖ୍ୟାଲଘୁ ମିଳିତ ମହାସଂଘ ର ଏକ ସାମ୍ବାଦିକ ସମ୍ମଳନୀ ଅନୁଷ୍ଠିତ ହୋଯାଇଅଛି। ଏଥିରେ ଏହି ବର୍ଗ ର ସାମାଜିକ ,ଆର୍ଥିକ ରାଜନୈତିକ ତଥା ସାମ୍ବିଧାନିକ ଅଧିକାର ହାସଲ ପାଇଁ ସମସ୍ତେ ଏକ ହୋଇ ଆଗାମୀ ଦିନରେ ସରକାର ପାଖରେ ଦାବୀ ଉପସ୍ଥାପିତ କରିବା ସହିତ ଆବଶ୍ୟକ ପଡିଲେ ଭୟଙ୍କର ଭାବେ ଜନ ଆନ୍ଦୋଳନ କରାଯିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଛନ୍ତି। ବିଶେଷକରି ଓବିସି ବର୍ଗ ର ଜନଗଣନା,ସେମାନଙ୍କୁ ଶିକ୍ଷା, ନିଯୁକ୍ତି ଓ ରାଜନୀତି ରେ ସେମାନଙ୍କ ଜନସଂଖ୍ୟା ଅନୁସାରେ ୫୨% ସଂରକ୍ଷଣ ଦେବାକୁ ଦାବୀ କରିଥିଲେ। ବର୍ତ୍ତମାନ ରାଜ୍ୟ ସରକାର ଏସ ଟି ମାନଙ୍କୁ ଶିକ୍ଷା ରେ ୧୨% ଓ ଏସ୍ ସି ମାନଙ୍କୁ ୮%ସଂରକ୍ଷଣ ଦେବା ନିନ୍ଦନୀୟ । ଉକ୍ତ ଦୁଇ ବର୍ଗକୁ ଉଚ୍ଚ ଶିକ୍ଷା ରେ ସେମାନଙ୍କ ଜନସଂଖ୍ୟା ଅନୁପାତରେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ର ରେ ସଂରକ୍ଷଣ ଦେବାକୁ ଦାବୀ କରିଥିଲେ। ପୁନଶ୍ଚ ଜିଲ୍ଲାରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଏହି ଚାରି ବର୍ଗର ଲୋକମାନେ ମିଳିତ ସହଯୋଗରେ ନିର୍ବାଚନ ମୁକାବିଲା କରାଯିବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଆବାହକ ପୂର୍ବତନ ଜିଲା ଯାଦବ ସମାଜ ସଭାପତି ଡମ୍ବରୁଧର ଲହଜଲ , ପଣ୍ଡରମାଳି ସମାଜ ର କୁଳପତି ଶିକ୍ଷାବିତ୍ ପ୍ରକାଶ ନାଏକ , ଆଦିବାସୀ ସମାଜର ସଭାପତି ହରେକୃଷ୍ଣ ମାଝୀ, ପୂର୍ବତନ ଜେଲ ଅଧ୍ୟକ୍ଷ ପ୍ରେମାନନ୍ଦ ବାଗ , ସତ୍ନମୀ ସମାଜ କୁଳପତି କ୍ଷେତ୍ର ସତନାମି, ରାଷ୍ଟ୍ରୀୟ ମୁଲନିବାସି ମହିଳା ସଭାନେତ୍ରୀ କମଳିନୀ ଯାଦବ,ଜଗଦୀଶ ଯାଦବ, ମୁସଲିମ ସମାଜର ସଲିମ୍ ମହମ୍ମଦ, ଶୟଦ ରହିମ , ବିଏମପି ର ରାଜ୍ୟ ସଭାପତି ଗଙ୍ଗାଧର ଜାଲ ,ପଣ୍ଡରା ମାଳି ଯୁବ ବାହିନୀର ରତନ ନାଏକ, ଯୁବ ଯାଦବ ସମାଜ ର ଡାକେଶ୍ୱର୍ ଲହଜଲ୍, ମହିଳା ସଂଗଠିକା ରିନା ଭୋଇ ଏଓଏସସିଏଫ୍ ର ଯୁବ ସଂଗଠକ ଯତୀନ୍ଦ୍ର କର, ସୂର୍ୟ କୁମାର, ଜୟପ୍ରକାଶ ଜାଲ, ଭୀମ ଆର୍ମି ସଭାପତି ରଜନୀକାନ୍ତ ସମର୍ଲିଆ, ଆଇନଜୀବୀ ଦିଗମ୍ବର ଦୁରୀଆ ,ମନୁ କାଣ୍ଡ ଆଦି ବୁଦ୍ଧିଜୀବୀ ଉପସ୍ଥିତି ଥିବାବେଳେ ଏହାକୁ ବିଭୀଷଣ ନାଏକ ପରିଚାଳନା କରିଥିଲେ ।

ରଜନୀ କାନ୍ତ ସମର୍ଲିଆ ଙ୍କ ରିପୋର୍ଟ 

Related posts

ବିକ୍ରମ ଦେବ କଲେଜକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କୋରାପୁଟ ଜନ ଉପ ସଭାପତି ହିମାଂଶୁ ଜେନା

Sunil Chandra Nayak

ବିଶ୍ବନାଥପୁରରେ ବିଜେଡିର ଜୋନସ୍ତରୀୟ ବୈଠକ ଅନୁଷ୍ଠିତ: ଯୋଗଦେଲେ ବିଧାୟକ

ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ରାଜ୍ୟପାଳ’ଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort