ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ରେ ପୁଣି ବାଘ ଆତଙ୍କ, ଶୌଚ ପାଇଁ ଯାଇଥିବା ବୃଦ୍ଧା ଙ୍କୁ ମାରୀ ଖାଇଲା ବାଘ

ନୂଆପଡା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ସୋସେଙ୍ଗ ପଞ୍ଚାୟତ ଜଳମଡେଇ ଗାଁରେ ଘଟିଛି ଏକ ଅଭାନୀୟ ଘଟଣା। ୮୦ ବର୍ଷୀୟ ବୃଦ୍ଧା ଙ୍କୁ ମାରୀ ଖାଇଲା ବାଘ। ବୃଦ୍ଧା ଜଣକ ଜଳମଡେଇ ଗାଁର ସନମତି ବାରିକ ବୟସ ୮୦ ବର୍ଷ ବୋଲି ଜଣାପଡ଼ିଛି। ଗତକାଲି ସନ୍ଧ୍ୟା ୬ ଟା ସମୟରେ ଘର ପଛପଟେ ଶୌଚ ପାଇଁ ଯାଇଥିବା ସମୟରେ ହଠାତ୍ ଏକ ମହାବଳ ବାଘ ଆସି ବୃଦ୍ଧା ଙ୍କୁ ଟାଣି ନେଇ ଅଧା ଶରୀର କୁ ଖାଇ ଦେଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି। ଘଟଣା ସ୍ଥଳରେ କୋମନା ପୋଲିସ୍ ଓ ଫରେଷ୍ଟ କର୍ମଚାରୀ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡିଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବୟୋଜ୍ୟେଷ୍ଠ ବ୍ଯକ୍ତିଙ୍କ ପରଲୋକ

masiha

ଜିଲ୍ଲା ମୁଖ୍ୟାଳୟ ନବରଙ୍ଗପୁର ଏବଂ ଉମରକୋଟ କୁ ସଞ୍ଜୋଗ କରୁଥିବା ମୁଖ୍ୟ ରାସ୍ତାରେ ସଡ଼କ ସୁରକ୍ଷା ଉପରେ ଗାଡି ଚାଳକଙ୍କୁ ସଚେତନ 

masiha

କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ କଳାହାଣ୍ଡି ନୂଆପଡାର ପର୍ଯ୍ୟଟନ ବିକାଶ ପାଇଁ ସ୍ମାରକପତ୍ର

Sunil Chandra Nayak

Leave a Comment

error: Content is protected !!