ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାର୍ଚ୍ଚ ୨୧ ତାରିଖ ୬ ଘଣ୍ଟିଆ ବନ୍ଦ ପାଳନ ଉପଲକ୍ଷେ କୁଡୁମି ସେନା ପକ୍ଷରୁ ସଚେତନତା ବାର୍ତ୍ତା

ମୟୂରଭଞ୍ଜ -୨୦/୩/୨୩ (ମସିହା) ରକୁଡୁମି ସଂପ୍ରଦାୟକୁ ସମ୍ବିଧାନରେ ଅନୂସୁଚିତ ଜାତି ମାନ୍ୟତା ନେବା ପାଇଁ ମାର୍ଚ୍ଚ ୨୧ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ସକାଳୁ ୬ ରୁ ଅପରାହ୍ନ ୧୨ ଟା ପର୍ଯ୍ୟନ୍ତ ହରତାଳ ଡାକରା ଦିଆଯାଇଛି । ଏହାକୁ ନେଇ ଆଜି ସଂନ୍ଧ୍ୟାରେ କୁଡୁମି ସେନା ପକ୍ଷରୁ ବନ୍ଦ ନେଇ ସହରବାସୀଙ୍କୁ ଜଣାଇବା ପାଇଁ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ଏଥିରେ ବହୁ ସଂଖ୍ୟକ ମହିଳାମାନେ ଯୋଗ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଯୁଗ ବଦଳୁଛି, ହେଲେ ବଦଳି ପାରୁନି ବିଜରାଦର ଗ୍ରାମବାସୀ ଙ୍କ ଭାଗ୍ୟ 

masiha

କାଉନସିଲ୍ ଅଫ୍ ଆନାଲାଇଟିକାଲ୍ ଟ୍ରାଇବାଲ୍ ଷ୍ଟଡିଜ୍ ସହିତ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଚୁକ୍ତି ସ୍ଵାକ୍ଷରିତ

Sunil Chandra Nayak

ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଚଳଚଞ୍ଚଳ ହିଞ୍ଜିଳିକାଟୁ ବଜାର

Sunil Chandra Nayak

Leave a Comment

error: Content is protected !!