ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫରଙ୍ଗରେ ନୃତନ ଗୋରୁବଜାର ଉଦଘାଟନ

ଗୋଳାମୁଣ୍ଡା/ମସିହା/୨୮/୨/କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ଫରଙ୍ଗ ଗ୍ରାମ ପଞ୍ଚାୟତ ଖୋଦ ଫରଙ୍ଗରେ ନୃତନ ଗୋରୁ ବଜାର ଉଦଘାଟନକରିଥିଲେ କୁନିପଧାନ ଙ୍କ ସ୍ୱାମୀ ଦେବେନ୍ଦ୍ର ପଧାନ, ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ଦିନର ଅଭିଳାଷ ଆଜି ପୂରଣ ହେଲା ବୋଲି କହିଥିଲେ, , ଏହି ବଜାରରେ ଆଜି ଛେଳି ମେଣ୍ଡା ଓ ଗାଈ ଗୋରୁ ବିକ୍ରୟ ପାଇଁ ଅଞ୍ଚଳର ଲୋକେ ବିକ୍ରୟ କରିବା ପାଇଁ ଆଣି ଥିବା ବେଳେ ଲୋକେ ମଧ୍ୟ ଛେଳି ମେଣ୍ଡା ଓ ବଲଦ କିଣି ଥିଲେ, ଏବଂ ଅଞ୍ଚଳର ଲୋକେ ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ଜନସାଧାରଣ ଉଦିଆ ନିଆଲ, ଦେବେନ୍ଦ୍ର ପଧାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ,ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା

Related posts

ଉମେରଗ୍ରାମ ରେ ମହାଭାରତ ମହାଯଜ୍ଞ ର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ନିଖିଳ ଭାରତ ସମବାୟ ସପ୍ତାହ ପାଳିତ

Sunil Chandra Nayak

ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

Sunil Chandra Nayak

Leave a Comment

error: Content is protected !!