ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ୱାଇଁ ର ଟାଙ୍ଗିଆ ଚୋଟ ରେ ଶ୍ଵଶୁର ର ମୃତ୍ୟୁ 

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ମହାବିରୋଡ ଫାଣ୍ଡି ଅଧିନରେ ଥିବା ପଙ୍ଗାତିରା ଗ୍ରାମ ରେ ଏକ ଅଭାବ ନୀୟ ଦୁଃଖଦ ଚିତ୍ର ନଜର କୁ ଆସିଅଛି। ସୂଚନା ମିଳିଛି ଯେ ପଞ୍ଚାୟତ ଗୁଡିସାହି ର ଶ୍ଵଶୁର ଜ୍ୱାଇଁ ଙ୍କ ପାରିବାରିକ କଳହ ଓ ବଚସା କୁ କେନ୍ଦ୍ର କରି ରାଗ ରେ ଜ୍ବାଇଁ ରମଣ ବେହେରା( ୩୫) ନିଜ ଶ୍ଵଶୁର ପର୍ଶୁରାମ ବାରିକି( ୬୦)କୁ ଟାଙ୍ଗିଆ ରେ ଆକ୍ରମଣ କରିବା ରୁ ଶ୍ଵଶୁର ଆଘାତ ପ୍ରାପ୍ତ ପାଇଥିଲା ପରିବାର ଲୋକେ ନିକଟସ୍ଥ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନେଇଯାଇଥିଲେ କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଏବଂ ଜ୍ୱାଇଁ ଘଟଣା ସ୍ଥଳ ରୁ ଫେରାର ହୋଇଯାଇଥିଲା l ପୋଲିସ ର ତନା ଘନା ପରେ ଅପରାହ୍ନ ରେ ନିକଟ ରେ ଥିବା ଏକ ଜଙ୍ଗଲ ରୁ ଜ୍ବାଇଁ କୁ ଗିରଫ କରି ଥିଲା । ଗତ କାଲି ରାତି ପ୍ରାୟ ୮:୩୦ ମିନିଟ ସମୟ ରେ ଏହି ଘଟଣା ଘଟିଥିବା ସୂଚନା ରହିଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ନେହେରୁ ଯୁବକ ସଂଘ ପକ୍ଷରୁ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

Sunil Chandra Nayak

ଢେ଼ଙ୍କାନାଳ ଲକ୍ଷ୍ମୀବଜାର ସ୍ଥିତ ହୀରକ ଜୟନ୍ତୀ ର ୫ମ ଦିବସ ପାଳିତ

Sunil Chandra Nayak

କବିତା – ଅବିର କହିଛି, ଆନ୍ତର ର ପ୍ରୀତି

Sunil Chandra Nayak

Leave a Comment

error: Content is protected !!