ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତାପ କିଶୋର ରାଉତ ଙ୍କ କବିତା  ମା’ ବିଶ୍ୱ ଜନନୀ

    ମା’ ବିଶ୍ୱ ଜନନୀ

      

     ପ୍ରତାପ କିଶୋର ରାଉତ

ମା’ ତୋପାଦେ କରୁଛି ଦୟିନୀ 
     ଆଶୀଷ ଦିଅ ବରଷି
     ପାହିଯାଉ ଦୁଃଖ ନିଶି
           ତୁହି ମାଗୋ ବିଶ୍ୱ ଜନନୀ ।
  ମା’ ତୋ ପାଦେ——–।0।
ତୋ ପଣତ ତଳେ ମିଳେ ସରଗ ସୁଖ
ଯେତେ ଦୋଷ କଲେ ହୋଇନାହୁଁ ବିମୁଖ
      ତୁହି ମାଗୋ ବିଶ୍ୱ ଜନନୀ ।
   ମା’ ତୋ ପାଦେ———-।୧।
ମା’ ଥିଲେ ଦୁନିଆରେ କାହାକୁ ଡର
ମା’ ବିନା ସବୁ କିଛି ଲାଗେ ଅସାର
      କୃପା କର ଜଗଜ୍ଜନନୀ ।୨।

ତେନ୍ତୁଳିପଦୀ , ହାଟଡିହି , କେନ୍ଦୁଝର

    

Related posts

ପ୍ରିୟବ୍ରତ ଦେହୁରୀ ଙ୍କ କବିତା ମା ପରି କିଏ ହେବ

Sunil Chandra Nayak

ମହାଶକ୍ତି ଫାଉଣ୍ଡେସନ ସହାୟତା ରେ ହିତାଧିକାରୀଙ୍କୁ ଦୁଇଲକ୍ଷ ଟଙ୍କାର ବୀମାରାଶୀ ପ୍ରଦାନ

Sunil Chandra Nayak

ଜୁନାଗଡ଼ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!