ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଳୟ ଗଣଶିକ୍ଷାମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ପଣ୍ଡକୁଳ ପ୍ରାଥମିକ ବିଦ୍ୟାଳୟ ଖୋଲିଲେ,

ଗୋଳାମୁଣ୍ଡା/ମସିହା/ତା୨୮/୨/ ମହାମାରୀ କୋରନା କଟକଣା କୁ ନେଇ ଦୀର୍ଘ ଦୁଇବର୍ଷ କାଳ ବିଦ୍ୟାଳୟ ବନ୍ଦ ରହିଥିବା ବେଳେ ଆଜି ବିଦ୍ୟାଳୟ ଖୋଲିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ କ୍ରମେ ଆଜି ସାରା ରାଜ୍ୟରେ ପ୍ରଥମ ଠାରୁ ସପ୍ତମ ପ୍ରଯ୍ୟନ୍ତ ବିଦ୍ୟାଳୟ ଖୋଲିଛନ୍ତି, ଏହି ପରିପ୍ରେକ୍ଷୀରେ ଆଜି ଆମେ ଦେଖିବାକୁ ପାଇଛୁ ଯେ ଗୋଳାମୁଣ୍ଡା ବ୍ଲକର ପଣ୍ଡକୁଳ ପ୍ରାଥମିକ  ପ୍ରଧାନ ଶିକ୍ଷକ ଘାସିରାମ ସେନାପତି ବିଦ୍ୟାଳୟ ଖୋଲିଥିବାରୁ ଛାତ୍ର ଛାତ୍ରୀ ମାନେ ଆନନ୍ଦ ଅନୁଭବ କରି ବିଦ୍ୟାଳୟ କୁ ପ୍ରବେଶ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା, ଓ ଛାତ୍ର ଛାତ୍ରୀ ଙ୍କୁ ଆମ ପ୍ରତିନିଧି ରାମକୁମାର ସେନାପତି ପଚାରିବାରୁ ଉତ୍ତର ଦେଇ ଥିଲେ ଯେ ବହୁତ ଖୁସି ଓ ଆନନ୍ଦ ଉଲ୍ଲାସର ସହିତ ପ୍ରତିକ୍ରିୟା ପ୍ରକାଶ କରିବା ସହ ପ୍ରଧାନ ଶିକ୍ଷକ ଘାସିରାମ ସେନାପତି, ସହ ଶିକ୍ଷକ କ୍ଷୀରୋଦପଟେଲ, ଶ୍ୟାମ ସୁନ୍ଦର ମେହେର ସମେତ ବିଦ୍ୟାଳୟ ସଭାପତି ସାନ୍ତ ମେହେର ମଧ୍ୟ ଉପସ୍ଥିତ ରହି ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ମନମୁଗ୍ଧ କୁ ନିଜେ ମଧ୍ୟ ଉପଭୋଗ କରିଥିଲେ,

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା,

Related posts

ଶିକ୍ଷକ ଫେଡେରେସନ ତରଫରୁ ଷୋଡଶ ବାର୍ଷିକ ଉତ୍ସବ, ପତ୍ରିକା ଉନ୍ମୋଚନ ଓ ସମ୍ଵର୍ଦ୍ଧନା ସଭା 

Sunil Chandra Nayak

ବିକାଶ ବାର୍ଷିକୋତ୍ସବ ହାରଭଷ୍ଟ – ୨୦୨୨ – ୨୩

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!