ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଖସିଗୁଡ଼ାରେ ନାମ ଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ଗ୍ରାମ ପଞ୍ଚାୟତ ର ଖସିଗୁଡା ଗ୍ରାମରେ ଷୋହଳ ପ୍ରହର ନାମ ଯଜ୍ଞ ପାଇଁ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଗ୍ରାମର ଶତାଧିକ ମହିଳା ପୁରୁଷ ଏକ ତ୍ରିତ ହୋଇ ଏକ ବିରାଟ କଳସ ଶୋଭାଯାତ୍ରାରେ ବାହାରି ଚିଲିଗୁଡା ହାତୀ ନଦୀରୁ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ ।ଏଥିରେ କର୍ତ୍ତା ଭାବରେ ଶିଶିର କୁମାର ଯୋଶୀ ଏବଂ ତାଙ୍କ ପତ୍ନୀ କମଳିନୀ ଯୋଶୀ ଦାୟିତ୍ୱ ଗ୍ରହଣ କରି ଥିବା ବେଳେ ପୂଜକ ଭାବରେ ଗଣେଶ ଖମାରି ଦାୟିତ୍ୱ ନିର୍ବାହ କରିଥିଲେ ।ଏଥିରେ ଆୟୋଜଳ କମିଟିର ଅଂଶୁମାନ ଯୋଶୀ ,ଶମ୍ଭୁ ପାତ୍ର ,ମୁକୁନ୍ଦ କାଣ୍ଡ ,ପ୍ରେମ ପାତ୍ର ,କାର୍ତ୍ତିକ ହଂସ ,ଆଦିତ୍ୟ ପ୍ରସାଦ ରାୟଗୁରୁ ,ଗୋଲେକ ଯୋଶୀ ,ମଧୁସୂଦନ କାଣ୍ଡ ,କାଶୀ ନ।ଏକ ,ପ୍ରଦୀପ କଣ୍ଟା ,ସଞ୍ଜିତ ପାତ୍ର ,ବ୍ରଜମୋହନ ପାତ୍ର ,ହେମନ୍ତ ଯୋଶୀ ,ରାଧା ମୋହନ ପାତ୍ର ,ପବିତ୍ର ମୋହନ ପାତ୍ର ,ବସନ୍ତ ଯୋଶୀ ,ନନ୍ଦ ନ।ଏକ ,ସିତ।ରାମ କାଣ୍ଡ ଏବଂ ଜିତୁ ହଂସ ଏବଂ ଖସିଗୁଡା ଗ୍ରାମବାସୀ ବୃନ୍ଦ ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଫଟାମୁଣ୍ଡା ରେ ନାମଯଜ୍ଞ ଶୁଭ ଖମ୍ଭ ସ୍ଥାପନ

Sunil Chandra Nayak

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଧନୁ ସଂକ୍ରାନ୍ତି ନୀତି ପାଳିତ

masiha

ଖଡିଆଳ ଠାରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ, ଏବଂ ଗଡ ରକ୍ଷକ ଦେବୀ ରକ୍ତାମ୍ବରୀ ଙ୍କ ନୂଆଖାଇ ପର୍ବ ପାଳିତ

masiha

Leave a Comment

error: Content is protected !!