ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସାଇବାବାଙ୍କ ପ୍ରଥମ ବାର୍ଷିକୋତ୍ସବ ଉପଲକ୍ଷେ କଳସଯାତ୍ରା

ଢେଙ୍କାନାଳ, ୨୯୩: ଢେଙ୍କାନାଳ ସହରସୁ ଆନନ୍ଦ ବଜାର ହୀରାସାଗର ପୋଖରୀ ଦକ୍ଷିଣ ପାର୍ଶ୍ବରେ ଥିବା ଶନିମନ୍ଦିର ପରିସରରେ ଥିବା ସାଇ ସାଗର ଧାମର ପ୍ରଥମ ବାର୍ଷିକୋତ୍ସବ ଉପଲକ୍ଷେ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ସ୍ଥାନୀୟ ଭାଗିରଥୀ ସାଗରରୁ ସଂକୀର୍ତନ ଓ ୧୦୮ରୁ ଉର୍ଦ୍ଧ୍ବ ସାଇଭକ୍ତ ମହିଳାମାନେ କଳସ ପୂଜା କରି ଜଳ ଧାରଣ ପୂର୍ବକ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ସାଇବାବାଙ୍କ ମନ୍ଦିରରେ ସ୍ଥାପନ କରିଥିଲେ । କଳସ ସ୍ଥାପନ ପରେ ଶୁଭଧ୍ୟାବାସ ଅନୁଷ୍ଠିତ ହୋଇଥିଲା । ଆସନ୍ତା କାଲି ଶ୍ରୀଶ୍ରୀ ଶିରିଡା ସାଇବାବାଙ୍କର ପ୍ରଥମ ବାର୍ଷିକୋତ୍ସବ ପାଳନ କରାଯିବ ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ଚଙ୍ଗରିଆ ଥପାପଡା ରେ ୨ୟ ବର୍ଷ ଅଷ୍ଟ ପ୍ରହର ନାମଯଜ୍ଞ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ

masiha

ସାଇ ବାବା ଙ୍କ ପାଲକି ଶୋଭାଯାତ୍ରା

Sunil Chandra Nayak

ପାହାଡ଼ ଶିଖରରେ ଡୋକରି ଦେବୀଙ୍କ ଚୈତ୍ର ଯାତ୍ରା ରେ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

masiha

Leave a Comment

error: Content is protected !!