ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରଜାମାଟୁରେ ସାଇଜ କାଠ ପଟା ଚାଲାଣ ଜଣେ ଗିରଫ

ପାପଡାହାଣ୍ଡି,1/4, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଂଚାୟତ ରଜାମାଟୁ ଠାରେ ଶନିବାର ସାଇଜ ପଠା କାଠ ଚାଲାଣ ବେଳେ ଜଣକୁ ଗିରଫ କରିଛି ବନ ବିଭାଗ | ତାଙ୍କ ନାମ ସୁଶାନ୍ତ ବାଗ | ସୂଚନା ମୁତାବକ ସୁଶାନ୍ତ ଏକ ସାଇକେଲରେ ସାଇଜ ପଟା କାଠ ଧରି ଯାଉଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ତୁମ୍ବର୍ଲା ସେକ୍ସସନ ଓ ଗ୍ରାମବାସି ତରଫରୁ ଗ୍ରାମରେ ଚଢ଼ାଉ କରାଯାଇଥିଲା | ତିନୋଟି ସାଇଜ କାଠ ଜବତ ସହ ସୁଶାନ୍ତକୁ ଗିରଫ କରିଥିଲା ବନ ବିଭାଗ | ଚଢ଼ାଉ ସମୟରେ ଫୋରେଷ୍ଟ ଗାର୍ଡ ପିତାମ୍ବର ନାୟକ,ସୁଶାନ୍ତ କୁମାର ମାଝୀ,ସୋନାଲି ବିଶ୍ୱାଳ ଓ ପାରା ଫୋରେଷ୍ଟ ଗାର୍ଡ ବନସିଂ ଭତରା ପ୍ରମୁଖ ସାମିଲ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବେଆଇନ ବନ୍ଧୁକ ତିଆରି ଉପରେ ଚଢ଼ାଉ

Sunil Chandra Nayak

ଦୁବୃର୍ତ୍ତ  ରାଇରଙ୍ଗପୁର ବଜାରରେ ଠିଆ ହୋଇଥିବା କାର୍ କାଚ ଭାଙ୍ଗି ଲୁଟି ନେଲେ ଦୁଇଲକ୍ଷ

Sunil Chandra Nayak

ନବରଙ୍ଗପୁର ପୋଲିସ କୁ ମିଳିଛି ବଡ ସଫଳତା       

Leave a Comment

error: Content is protected !!