ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳ ବୈଶାଖୀ ତାଣ୍ଡବ ଗୋବର୍ଲା ବିଦ୍ୟାଳୟରୁ ଉଡିଲା ଛାତ

ପାପଡାହାଣ୍ଡି,1/4, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ବିଭିନ୍ନ ସ୍ଥାନରେ ଶନିବାର କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି | ଅପରାହ୍ନରେ ପ୍ରବଳ ବେଗରେ ପଵନ ସହ ହାଲୁକା ବର୍ଷା ହୋଇଛି | ପଵନ ପ୍ରଭାବ ରେ ଯେଇଏଲସି ପ୍ରାଥମିକ ବିଦ୍ୟାଳୟର ଟିଣ ଉଡିଯାଇଛି | ତେବେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ଥାନୀୟ ଅଞ୍ଚଳର ଲୋକେ | କିଛି ଦିନ ତଳେ ପଂଚାୟତ ତରଫରୁ ବିଦ୍ୟାଳୟରେ ଏହି ଟିଣ ପକାଯାଇଥିଲା | ପବନ ଯୋଗୁଁ ସମସ୍ତ ଟିଣ ଉଡିଯାଇଥିବା ବେଳେ ବର୍ଷା ହେଲେ ଛାତ୍ରୀ ଛାତ୍ର କିପରି ପାଠ ପଢିବେ ସମସ୍ୟା ହୋଇପଡିଛି |ବିଦ୍ୟାଳୟର ଛାତ ଉଡିଯାଇଛି | ବିଦ୍ୟାଳୟରେ 1 ମ ରୁ ପଞ୍ଚମ ଲାଗି ଗୋଟିଏ ଘର ରହିଛି | ବର୍ଷା ହେଲେ ସେଥିରୁ ପାଣି ଝରୁଛି | ତେଣୁ ଶୀଘ୍ର ସମସ୍ୟାର ସମଧାନ ଲାଗି ସ୍ଥାନୀୟ ଅଞ୍ଚଳ ଲୋକେ ଦାବି କରିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ରାଇରଙ୍ଗପୁର କଂଗ୍ରେସ ଦଳ ତରଫରୁ ଶ୍ରଦ୍ଧାଞ୍ଜଳି

masiha

ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ , ଦ୍ୱାଦଶ ପରୀକ୍ଷାରେ ପ୍ରୋକ୍ସାନୀ ମେହେର ନର୍ଲାବ୍ଲକ୍ ଟପର୍ ହୋଇଥିବା ବେଳେ ଦଶମ ପରୀକ୍ଷାରେ ଅନ୍ୱେଷା ପଣ୍ଡା ନର୍ଲାବ୍ଲକ୍ ଟପର୍ ହୋଇଛନ୍ତି 

ବିଭିନ୍ନ ଦାବି ନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ବେଜେପି ନେତା ଠାକୁର ରଞ୍ଜିତ ଦାସ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort