ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମଦ୍ୟପ ଯୁବକଙ୍କ ଉନ୍ମତ କାଣ୍ଡ, କୋଦାଳ ବୁଲାଇ ରାସ୍ତା ରୋକ କଲେ

ପାପଡାହାଣ୍ଡି,1/4, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସହରର ଭବାନି ଛକରେ ଶନିବାର ଜଣେ ମଦ୍ୟପ ଉନ୍ମତ କାଣ୍ଡ ଯୋଗୁଁ ରାସ୍ତାରେ ଯାଉଥିବା ସାଧାରଣ ଯାତ୍ରୀ ଭୟ ଭିତ ସହ ହଇରାଣ ହୋଇଥିଲେ | ଦୀର୍ଘ ସମୟ ଧରି ହାତରେ କୋଦାଳ ଧରି ବୁଲାଇବା ଯୋଗୁଁ ରାସ୍ତାରେ ଗାଡି ଚଳା ଚଳ ବାଧାପ୍ରାପ୍ତ ହୋଇଥିଲା | ମଦ୍ୟପ ଜଣକ ହାତରେ ଗୋଟିଏ କୋଦାଳ ଧରି ବୁଲାଇ ଥିଲେ | ଯେକେହି ଏହାର ପ୍ରତିବାଦ କରିବା ଗଲେ ତାକୁ ଆକ୍ରମଣ କରିବାକୁ ପଛା ଇ ନଥିଲେ | ଜାତୀୟ ରାଜପଥ 26 ରେ ଯାନ ବାହାନ ଚଳା ଚଳ ବନ୍ଦ ହୋଇ ବହୁ ଗାଡି ଅଟକି ଯାଇଥିଲା | ଏ ନେଇ ସ୍ଥାନୀୟ ଲୋକ ପୋଲିସକୁ ଜଣାଇବା ପାରେ ପୋଲିସ ପହଁଚି ମଦ୍ୟପକୁ କାବୁ କରିଥିଲେ | ତେବେ ମଦ୍ୟପଙ୍କ ଏପରି କାଣ୍ଡ ସାଧାରଣ ଜନତାକୁ ଭୟ ଭିତ କରିପକାଇଥିଲା |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବେଆଇନ ମଦ କାରବାର ନେଇ ମହିଳାଙ୍କୁ ବାନ୍ଧିଲା ଅବକାରୀ ବିଭାଗ

masiha

ନର୍ଲା ଚାରିଛକ ଠାରେ ଥିବା ଶ୍ରୀୟା କମ୍ପ୍ୟୁଟର ଅନଲାଇନ୍ ମାଲିକଙ୍କ ଘରେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ର ଚଢ଼ାଉ 

masiha

ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ର ବଡ଼ ସଫଳତା ୧୨ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ୍ ସୁଗାର ଜବତ ୧ ଅଭିଯୁକ୍ତ ଗିରଫ କୋଟ୍ ଚାଲାଣ 

Sunil Chandra Nayak

Leave a Comment

error: Content is protected !!